Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»995 ଟଙ୍କାରେ ବିମାନ ଯାତ୍ରାର ସୁଯୋଗ ଦେବ ଭିସ୍ତାରା
ଆଜିର ଖବର

995 ଟଙ୍କାରେ ବିମାନ ଯାତ୍ରାର ସୁଯୋଗ ଦେବ ଭିସ୍ତାରା

January 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବିମାନସେବା ପ୍ରଦାନକାରୀ କମ୍ପାନୀ ଭିସ୍ତାରା ଶସ୍ତା ବିମାନ ସେବା ପ୍ରଦାନ କରିବାକୁ ଯାଉଛି । କମ୍ପାନୀର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ପକ୍ଷରୁ ମାତ୍ର 995 ଟଙ୍କାରେ ବିମାନଯାତ୍ରାର ସୁଯୋଗ ପ୍ରଦାନ କରାଯାଉଛି । ଏହି ଅଫର କେବଳ ଦୁଇ ଦିନ ପାଇଁ ରହିବ । ଆଜି ମଧ୍ୟରାତ୍ରରୁ ଏହି ଅଫର ଲାଗୁ ହେବାକୁ ଯାଉଛି । ଜାନୁୟାରୀ 10ରୁ 12 ପର୍ଯ୍ୟନ୍ତ ଦୁଇ ଦିନ ଏହି ଅଫରର ବୈଧତା ରହିବ । ଘରୋଇ ବିମାନସେବା କ୍ଷେତ୍ରରେ ଇକୋନୋମୀ ଶ୍ରେଣୀରେ ଯାତ୍ରା କରିବା ପାଇଁ 995 ଟଙ୍କା, ପ୍ରିମିୟମ୍‌ ଇକୋନୋମି ପାଇଁ 1955 ଟଙ୍କା ଏବଂ ବିଜିନେସ୍‌ ଶ୍ରେଣୀ ପାଇଁ 5555 ଟଙ୍କା ରଖାଯାଇଛି । ସେହିପରି ବିଦେଶୀ ବିମାନ ଯାତ୍ରା ପାଇଁ ଇକୋନୋମୀ ଶ୍ରେଣୀର ମୂଲ୍ୟ 14555 ଟଙ୍କା ରହିଛି । ପ୍ରିମିୟମ୍‌ ଇକୋନୋମି ର ମୂଲ୍ୟ 19995ଟଙ୍କା ରହିଥିବା ବେଳେ ବିଜିନେସ ଶ୍ରେଣୀରେ ଯାତ୍ରା ପାଇଁ 35555 ଟଙ୍କା ରହିଛି । ଦୁଇଦିନ ମଧ୍ୟରେ ବୁକିଂ କରିବା ଦ୍ବାରା ଜାନୁୟାରୀ 25ରୁ ସେପ୍ଟେମ୍ବର 30 ମଧ୍ୟରେ ଯାତ୍ର କରିହେବ ବୋଲି ଭିସ୍ତାରା ପକ୍ଷରୁ କୁହାଯାଇଛି ।

vistara
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇରେ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଟାର୍ଗେଟ କରି ବଡ଼ ଡ୍ରୋନ୍ ଆକ୍ରମଣ

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Latest News

ୟୁଏଇରେ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଟାର୍ଗେଟ କରି ବଡ଼ ଡ୍ରୋନ୍ ଆକ୍ରମଣ

May 17, 2026

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.