Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ : ଭାରତ ସିକୁ ଚ୍ୟାଲେଞ୍ଜର୍ସ ଟ୍ରଫି ଟାଇଟଲ୍‌
ଆଜିର ଖବର

ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ : ଭାରତ ସିକୁ ଚ୍ୟାଲେଞ୍ଜର୍ସ ଟ୍ରଫି ଟାଇଟଲ୍‌

January 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
କଟକ : ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଚ୍ୟାଲେଞ୍ଜର୍ସ ଟ୍ରଫି ଫାଇନାଲ୍‌ରେ ବିଜୟୀ ହୋଇଛି ଭାରତ ସି । ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ ସହାୟତାରେ ବେଦା କ୍ରିଷ୍ଣମୂର୍ତ୍ତିଙ୍କ ଭାରତ ସି ବିଜୟୀ ହୋଇଛି । ହରିୟାଣାର 15 ବର୍ଷୀୟ ଶେଫାଳି 48 ବଲ୍‌ର ସମ୍ମୁଖୀନ ହୋଇ 89 ରନ୍‌ ସଂଗ୍ରହ କରିଥିଲେ । ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିଥିବା ଭାରତ ବି 20 ଓଭରରେ 6 ଓ୍ବିକେଟ ହରାଇ 131 ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପୂଜା ବସ୍ତ୍ରକାର 22ଟି ବଲ୍‌ର ସମ୍ମୁଖୀନ ହୋଇ 43 ରନ୍‌ ସଂଗ୍ରହ କରିଥିଲେ । ଅଧିନାୟିକା ସ୍ମୃତି ମାନ୍ଧନା (3) ବିଫଳ ହୋଇଥିଲେ । ଭାରତ ସି ପକ୍ଷରୁ ମନାଲି ଦକ୍ଷିଣି 15 ରନ୍‌ ଦେଇ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଜବାବରେ ମାଧୁରୀ ମେହେଟ୍ଟା(20), ଶେଫାଳୀ ବର୍ମା(89) ଏବଂ ବେଦା କ୍ରିଷ୍ଣମୂର୍ତ୍ତି (15)ଙ୍କ ବ୍ୟାଟିଂ ଫଳରେ ଭାରତ ବି 8 ଓ୍ବିକେଟରେ ମ୍ୟାଚ ଜିତି ନେଇଥିଲେ । ଦୁଇ ଓଡିଆ ଖେଳାଳି ମାଧୁରୀ ମେହେଟ୍ଟା ଏବଂ ଶୁସ୍ରୀ ଦିବ୍ୟଦର୍ଶିନୀ ଖେଳିବାର ସୁଯୋଗ ପାଇଥିଲେ ମଧ୍ୟ ବିଫଳ ହୋଇଥିଲେ । ମାଧୁରୀ 30 ବଲ୍‌ରୁ ମାତ୍ର 20 ରନ୍‌ ସଂଗ୍ରହ କରିଥିବା ବେଳେ ସୁଶ୍ରୀ ଦିବ୍ୟଦର୍ଶିନୀ 2 ଓଭରରେ କୌଣସି ଓ୍ବିକେଟ ନପାଇ 14 ରନ୍‌ ପ୍ରଦାନ କରିଥିଲେ ।

shefaliverma
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026

ଦିଲ୍ଲୀ ପ୍ରତିବାଦ: ଧାରା ୨୧ କ’ଣ କହୁଛି? ଗୋପାଳନରୁ ମାନେକା ଗାନ୍ଧୀ ଯାଏଁ ବଦଳିଛି ନ୍ୟାୟର ପରିଭାଷା

October 12, 2026

ହାଇୱା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

October 12, 2026

‘ବିରାଟଙ୍କୁ ଅବସର ପାଇଁ ବାଧ୍ୟ କରାଯାଇଥିଲା’: ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ଖେଳାଳି

October 12, 2026
Latest News

କ୍ରସର୍ ପ୍ଲାଣ୍ଟ ବିବାଦ: ଗ୍ରାମବାସୀଙ୍କ ମାାଡ଼ରେ ବିଜେପି ପୂର୍ବତନ ବିଧାୟକ ମୃତ

October 12, 2026

ଆଉ ଜନ୍ତର ମନ୍ତରରେ ହେବ ନାହିଁ ପ୍ରତିବାଦ: ଏହି ୩ ଟି ସ୍ଥାନକୁ ଚୂଡ଼ାନ୍ତ କଲା ଗୃହ ମନ୍ତ୍ରଣାଳୟ

October 12, 2026

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026

ସୁପ୍ରିମକୋର୍ଟରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଆବେଦନ ଦାଖଲ କରିବେ ରାହୁଲ ଗାନ୍ଧୀ

October 12, 2026

ଦିଲ୍ଲୀ ପ୍ରତିବାଦ: ଧାରା ୨୧ କ’ଣ କହୁଛି? ଗୋପାଳନରୁ ମାନେକା ଗାନ୍ଧୀ ଯାଏଁ ବଦଳିଛି ନ୍ୟାୟର ପରିଭାଷା

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.