Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜେଏନ୍‌ୟୁ ଆକ୍ରମଣ ମାମଲା : 9 ଛାତ୍ରଛାତ୍ରୀଙ୍କ ଫଟୋ ଜାରି କଲା ଦିଲ୍ଲୀ ପୋଲିସ୍‌
ଆଜିର ଖବର

ଜେଏନ୍‌ୟୁ ଆକ୍ରମଣ ମାମଲା : 9 ଛାତ୍ରଛାତ୍ରୀଙ୍କ ଫଟୋ ଜାରି କଲା ଦିଲ୍ଲୀ ପୋଲିସ୍‌

January 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଜେଏନ୍‌ୟୁ ଆକ୍ରମଣ ମାମଲାରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ଦିଲ୍ଲୀ ପୋଲିସ୍‌ । ଦିଲ୍ଲୀ ପୋଲିସ୍‌ ପକ୍ଷରୁ 9 ଜଣ ଛାତ୍ରଛାତ୍ରୀଙ୍କ ଫଟୋ ଜାରି କରାଯାଇଛି । ଜାରି କରାଯାଇଥିବା ଫଟୋ ମଧ୍ୟରେ ଜେଏନୟୁ ଛାତ୍ରସଂଘ ସଭାପତି ଆଇସି ଘୋଷଙ୍କ ନାମ ମଧ୍ୟ ରହିଛି । ଆଇସିଙ୍କ ନେତୃତ୍ବରେ ଆକ୍ରମଣ କରାଯାଇଥିବା ନେଇ ଦିଲ୍ଲୀ ପୋଲିସ୍‌ ଡିସିପି ଜୟ ତିର୍କି ପ୍ରକାଶ କରିଛନ୍ତି । ରବିବାର ସନ୍ଧ୍ୟାରେ ଏହି ଛାତ୍ର ଛାତ୍ରୀ ପେରିୟାର ହଷ୍ଟେଲରେ ଆକ୍ରମଣ କରିଥିଲେ । ଆକ୍ରମଣରେ 50ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଉଭୟ ଏବିଭିପି ଏବଂ ବାମଦଳ ପରସ୍ପର ପ୍ରତି ଦୋଷାରୋପ କରିଥିଲେ । (ଏଜେନ୍ସୀ)

jnuattack
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026
Latest News

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.