Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମେରିକୀୟ ଏୟାର ବେସ୍‌ ଉପରେ ଇରାନ୍‌ର ରକେଟ୍‌ ମାଡ : 4 ଆହତ
ଆଜିର ଖବର

ଆମେରିକୀୟ ଏୟାର ବେସ୍‌ ଉପରେ ଇରାନ୍‌ର ରକେଟ୍‌ ମାଡ : 4 ଆହତ

January 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତେହେରାନ୍‌ : ପୁନର୍ବାର ଆମେରିକୀୟ ଏୟାର ବେସ୍‌ ଉପରେ ଇରାନ୍‌ ପକ୍ଷରୁ ରକେଟ୍‌ ମାଡ କରାଯାଇଛି । ଏହି ରକେଟ୍‌ ମାଡରେ 4 ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି । ଇରାକର ଅଲ୍‌ ବାଲାଡ ଏୟାର ବେସ୍‌ ଉପରେ ଇରାନ୍‌ ପକ୍ଷରୁ 8ରୁ ଅଧିକ ରକେଟ୍‌ ମାଡ କରାଯାଇଥିଲା । ଇରାନ୍‌ ପକ୍ଷରୁ କାଟ୍ୟୁଶା ରକେଟ୍‌ ମାଡ କରାଯାଇଥିବା ନେଇ ଇରାକୀ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ଇରାକୀ ସେନା ଏବଂ ଦୁଇ ଜଣ ପାଇଲଟ୍‌ ଆହତ ହୋଇଛନ୍ତି । ଇରାନ୍‌ ପକ୍ଷରୁ ଆକ୍ରମଣ ସମ୍ଭାବନା ରହିଥିବାରୁ ଆମେରିକା ପକ୍ଷରୁ ଅଲ୍‌ ବାଲାଡ୍‌ ଏୟାର ବେସ୍‌ରୁ ସମସ୍ତ ସୈନ୍ୟ ଏବଂ ବିମାନକୁ ଟାଜି ଏବଂ ଏର୍‌ବିଲ୍‌କୁ ସ୍ଥାନାନ୍ତର କରାଯାଇଛି । ଅଲ୍‌ ବାଲାଡ୍‌ରେ ମାତ୍ର 15 ଜଣ ଆମେରିକୀୟ ସୈନ୍ୟ ଏବଂ ଗୋଟିଏ ବିମାନ ରହିଛି । ଉଲ୍ଲେଖଯୋଗ୍ୟ ଯେ, 4 ଦିନ ପୂର୍ବରୁ ଇରାନ୍‌ ପକ୍ଷରୁ ବାଗଦାଦର ଗ୍ରୀନ୍‌ ଜୋନ୍‌ରେ ଅବସ୍ଥାପିତ ଆମେରିକୀୟ ଦୂତାବାସ ଉପରକୁ ରକେଟ ମାଡ କରାଯାଇଥିଲା । (ଏଜେନ୍ସୀ)

iran iraq
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026

ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ସିଟ୍ 

June 20, 2026

ପିଏମ ଆବାସ ହିତାଧିକାରୀଙ୍କୁ ବଡ ଆଶ୍ଵସ୍ତି

June 19, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ନୂଆ SOP

June 19, 2026
Latest News

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026

ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ସିଟ୍ 

June 20, 2026

ପିଏମ ଆବାସ ହିତାଧିକାରୀଙ୍କୁ ବଡ ଆଶ୍ଵସ୍ତି

June 19, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ନୂଆ SOP

June 19, 2026

ଭୟଙ୍କର ସିରିଜ୍ ଦୁର୍ଘଟଣା, ଶିଶୁ ଓ ମହିଳାଙ୍କ ସମେତ ୧୩ ଆହତ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.