Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶୁଭ ମଙ୍ଗଲ ଜ୍ୟାଦା ସାବଧାନର ଟ୍ରେଲର ରିଲିଜ୍‌ : ପ୍ରଥମ ଥର ପାଇଁ ପରଦାରେ ସମଲିଙ୍ଗୀ ସମ୍ପର୍କ
ଆଜିର ଖବର

ଶୁଭ ମଙ୍ଗଲ ଜ୍ୟାଦା ସାବଧାନର ଟ୍ରେଲର ରିଲିଜ୍‌ : ପ୍ରଥମ ଥର ପାଇଁ ପରଦାରେ ସମଲିଙ୍ଗୀ ସମ୍ପର୍କ

January 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଶୁଭ ମଙ୍ଗଲ ଜ୍ୟାଦା ସାବଧାନର ଟ୍ରେଲର ରିଲିଜ୍‌ ହୋଇଛି । ପ୍ରଥମ ଥର ପାଇଁ ବଲିଉଡରେ ବଡ ପରଦାରେ ସମଲିଙ୍ଗୀ ସମ୍ପର୍କକୁ ଦେଖିଆ ଯାଇଛି । ଫିଲ୍ମରେ ଆୟୁଷ୍ମାନ ଖୁରାନା ଏବଂ ଜିତେନ୍ଦ୍ର କୁମାରଙ୍କୁ ପ୍ରେମୀ ଯୁଗଳ ଭାବରେ ଦେଖିବାକୁ ମିଳିଛି । ଆୟୁଷ୍ମାନ ଏବଂ ଜିତେନ୍ଦ୍ର କୁମାରଙ୍କ ବ୍ୟତିତ ଗଜରାଜ ରାଓ ଏବଂ ନୀନା ଗୁପ୍ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛି । ନିଜର ପଡୋଶୀ ଯୁବକଙ୍କ ସହିତ ସମଲୈଙ୍ଗିକ ସମ୍ପର୍କ ଏବଂ ଏହାକୁ ନେଇ ରହିଥିବା ସାମାଜିକ ସମସ୍ୟାକୁ ଫିଲ୍ମରେ କମେଡି ମାଧ୍ୟମରେ ଦେଖାଇଛନ୍ତି ଡେବ୍ୟୁଟାଣ୍ଟ ଡିରେକ୍ଟର ହିତେଶ କୈବଲ୍ୟ । ଆନନ୍ଦ ଏଲ୍‌ ରାଇ ଏବଂ ଟି ସିରିଜ୍‌ର ଭୂଷଣ କୁମାର ମିଳିତ ଭାବରେ ଫିଲ୍ମର ପ୍ରଯୋଜନା କରିଛନ୍ତି । ଫିଲ୍ମଟି 21 ଫେବୃୟାରୀ 2020 ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମରେ ଆୟୁଷ୍ମାନ ଏବଂ ଜିତେନ୍ଦ୍ରଙ୍କ ମଧ୍ୟରେ ଏକ ଲିପ୍‌ ଲକ୍‌ ସିନ୍‌ ମଧ୍ୟ ରହିଛି । (ଏଜେନ୍ସୀ)

aayushmankhurrana neenagupta
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.