Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ଟ୍ରକ ମୁହାଁମୁହିଁ : ଦୁଇ ଡ୍ରାଇଭର ମୃତ
ଆଜିର ଖବର

ଦୁଇ ଟ୍ରକ ମୁହାଁମୁହିଁ : ଦୁଇ ଡ୍ରାଇଭର ମୃତ

January 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
accident
accident

ସମୀକ୍ଷା ବ୍ୟୁରୋ

ବୌଦ୍ଧ : ଜାତୀୟ ରାଜପଥ 57ର ଗୁଦୁଗୁଦା ନିକଟରେ ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍‌ ମୁହାଁମୁହିଁ ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ହେଲପର ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏକ ପରିବା ବୋଝେଇ ଟ୍ରକ୍‌ ସହ ଥଣ୍ଡା ପାନୀୟ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି । ମୃତକ ଦ୍ବୟଙ୍କ ମଧ୍ୟରେ ଜଣେ ବୌଦ୍ଧର ହୋଇଥିବାବେଳେ ଅନ୍ୟଜଣକ ଖୋର୍ଦ୍ଧାର ବୋଲି ଜଣାପଡିଛି ।

accident
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମୂଳାଷ୍ଟମୀ: ଶକ୍ତିପୀଠରେ ଆରମ୍ଭ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଭକ୍ତିରେ ଭିଜିବ ଓଡ଼ିଶା

October 3, 2026

‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

October 3, 2026

‘ସବକି ଯୋଜନା, ସବକା ବିକାଶ’ର ଶୁଭାରମ୍ଭ: ଦେଶବ୍ୟାପୀ ୨.୪୨ ଲକ୍ଷ ସ୍ୱତନ୍ତ୍ର ଗ୍ରାମସଭା

October 3, 2026

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026
Latest News

ଆଜି ମୂଳାଷ୍ଟମୀ: ଶକ୍ତିପୀଠରେ ଆରମ୍ଭ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଭକ୍ତିରେ ଭିଜିବ ଓଡ଼ିଶା

October 3, 2026

‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

October 3, 2026

ମିଠି ନଦୀ ସଫେଇ ଦୁର୍ନୀତି ମାମଲା: ଗିରଫ ହେଲେ ଅଭିନେତା ଡିନୋ ମୋରିଆ

October 3, 2026

ଭାରତ ରଚିଲା ନୂଆ ଇତିହାସ: ଚିନାବ ଓ ଅଞ୍ଜି ବ୍ରିଜ୍‌ରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ

October 3, 2026

‘ସବକି ଯୋଜନା, ସବକା ବିକାଶ’ର ଶୁଭାରମ୍ଭ: ଦେଶବ୍ୟାପୀ ୨.୪୨ ଲକ୍ଷ ସ୍ୱତନ୍ତ୍ର ଗ୍ରାମସଭା

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.