Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକ କପ୍‌ କଫିଠାରୁ କମ୍‌ ମୂଲ୍ୟରେ ମିଳୁଛି ଘର! ଜାଣନ୍ତୁ କେଉଁଠି?
ଆଜିର ଖବର

ଏକ କପ୍‌ କଫିଠାରୁ କମ୍‌ ମୂଲ୍ୟରେ ମିଳୁଛି ଘର! ଜାଣନ୍ତୁ କେଉଁଠି?

January 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଏକ କପ୍‌ କଫିର ମୂଲ୍ୟରେ ମିଳୁଛି ଘର । ମେଟ୍ରୋ ସହର ଗୁଡିକର ମଲ୍‌ ଗୁଡିକରେ ଏକ କପ୍‌ କଫିର ମୂଲ୍ୟ 200ରୁ 250 ଟଙ୍କା ରହିଥିବା ବେଳେ ବିଶ୍ବରେ ଏମିତି ଏକ ସହର ରହିଛି ଯେଉଁଠି ମାତ୍ର 1 ୟୁରୋରେ ଘର ମିଳୁଛି । ଭାରତୀୟ ମୁଦ୍ରାରେ ମାତ୍ର 80ରୁ 85 ଟଙ୍କାରେ ଏହି ଘର ମିଳିବ । ଇଟାଲୀର ବିସାକ୍କିଆ ସହରରେ 90ଟି ଘରକୁ ବିକ୍ରୟ ପାଇଁ ରଖାଯାଇଛି । ଏହି ସମସ୍ତ ଘରର ମୂଲ୍ୟ 1 ୟୁରୋ ଲେଖାଏଁ ରଖାଯାଇଛି । ବିସାକ୍କିଆ ସହରର କାମ୍ପାନିଆ ପର୍ବତମାଳାରେ ଏହି 90 ଘର ରହିଛି । ଏକ ଭୂକମ୍ପ ପ୍ରବଣ ଅଞ୍ଚଳ ହୋଇଥିବାରୁ ସହରବାସୀ ନିଜର ଘର ଛାଡୁଥିବାରୁ ଇଟାଲୀ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଘରଗୁଡିକ କିଣିବା ପାଇଁ କାମ୍ପାନିଆ ମେୟରଙ୍କ ପକ୍ଷରୁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ଘର କିଣିଲେ ପ୍ରବେଶ କରିବା ପୂର୍ବରୁ ଏହାର ମରାମତି କରିବାକୁ ପଡିବ ବୋଲି ମେୟର ଫ୍ରାନ୍‌ସେସୋ ଟାର୍ଟାଗ୍ଲିଆ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

1eurohouse Bisaccia Campania italy
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

August 17, 2025

NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ସିପି ରାଧାକୃଷ୍ଣନ୍, ଘୋଷଣା କଲେ ବିଜେପି ସଭାପତି

August 17, 2025

ଲୋକଙ୍କ ପାଖରେ ୯ ଲକ୍ଷ ସ୍ୱେଚ୍ଛାସେବୀ ପହଂଚାଇଲେ ତ୍ରିରଙ୍ଗା ବାର୍ତ୍ତା

August 17, 2025

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଅସ୍ଥାୟୀ ରୂପେ ବାତିଲ ହେଲା ଏହି ଟ୍ରେନ

August 17, 2025
Latest News

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

August 17, 2025

NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ସିପି ରାଧାକୃଷ୍ଣନ୍, ଘୋଷଣା କଲେ ବିଜେପି ସଭାପତି

August 17, 2025

ଲୋକଙ୍କ ପାଖରେ ୯ ଲକ୍ଷ ସ୍ୱେଚ୍ଛାସେବୀ ପହଂଚାଇଲେ ତ୍ରିରଙ୍ଗା ବାର୍ତ୍ତା

August 17, 2025

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଅସ୍ଥାୟୀ ରୂପେ ବାତିଲ ହେଲା ଏହି ଟ୍ରେନ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.