ଜମ୍ମୁକାଶ୍ମୀର ପାଇଁ ୮୦ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା

Published: Jan 23, 2020, 8:29 am IST

ନୂଆଦିଲ୍ଲୀ : ମୋଦି ସରକାର ଜମ୍ମୁ ଓ କଶ୍ମୀର ଲାଗି ୮୦, ୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ବୁଧବାର ଦିନ କାଶ୍ମୀର ବିକାଶ ପାଇଁ ଏହି ମଞ୍ଜୁରି ଦିଆଯାଇଥିବାର ମାନବ ସମ୍ବଳ ବିକାଶ ସୂଚନା ଦେଇଛି । କେନ୍ଦ୍ର ସରକାରଙ୍କ କିଛି ମନ୍ତ୍ରୀ କାଶ୍ମୀର ଗସ୍ତରେ ରହିଛନ୍ତି । ନିକଟରେ ପିୟୁଷ ଗୋଏଲ ଓ ସ୍ମୁତି ଇରାନୀ ସମେତ ଅନେକ ମନ୍ତ୍ରୀ ଉପତ୍ୟକା ଗସ୍ତ କରି ବିକାଶମୂଳକ କାମର ସ୍ଥିତି କୁ ନେଇ ସମୀକ୍ଷା କରିଥିଲେ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍‌ ବୈଠକରେ କାଶ୍ମୀର ସମ୍ପର୍କରେ ପ୍ରତିକ୍ରିୟା ସଂଗ୍ରହ କରାଯାଇ କାଶ୍ମୀରର ବିକାଶ ପାଇଁ ଏହି ଘୋଷଣା କରାଯାଇଛି । (ଏଜେନ୍ସି)

Related posts