Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଓ୍ବନଙ୍କୁ କଡା ଜବାବ ଦେଲେ ନୀତିଶ୍‌ : ଦଳ ଛାଡି ଅନ୍ୟ କୌଣସି ଦଳକୁ ଯାଇପାର
ଆଜିର ଖବର

ପଓ୍ବନଙ୍କୁ କଡା ଜବାବ ଦେଲେ ନୀତିଶ୍‌ : ଦଳ ଛାଡି ଅନ୍ୟ କୌଣସି ଦଳକୁ ଯାଇପାର

January 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାଟନା :  ବିହାରର ମୁଖ୍ୟମନ୍ତ୍ରୀ ଓ ଜନତା ଦଳ ୟୁନାଇଟେଡ୍‌(ଜେଡେୟୁ) ଅଧ୍ୟକ୍ଷ ନୀତିଶ୍‌ କୁମାର ଦଳର ନେତା ପଓ୍ବନ ବର୍ମାଙ୍କ କଡା ଜବାବ ଦେଇଛନ୍ତି । ପଓ୍ବନ ବର୍ମାଙ୍କ ଚିଠି ଉପରେ ଗୁରୁବାର ନୀତିଶ ଉତ୍ତର ରଖିଛନ୍ତି । ଜେଡେୟୁ ଅଧ୍ୟକ୍ଷ ନୀତିଶ୍‌ କୁମାର ଦଳର ପଓ୍ବନ ବର୍ମାଙ୍କ କଡା ଜବାବ ଦେଇଛନ୍ତି । ପଓ୍ବନ ବର୍ମାଙ୍କ ଚିଠି ଉପରେ ନୀତିଶ୍‌ ଉତ୍ତର ରଖି କହିଛନ୍ତି ଯେ, ପଓ୍ବନ୍‌ ଯେକୌଣସି ଦଳଙ୍କୁ ପସନ୍ଦ କରୁଛନ୍ତି, ସେହି ଦଳରେ ଆରାମରେ ସାମିଲ୍‌ ହୋଇପାରିବେ । ପଓ୍ବନ ବର୍ମା ଜେଡିୟୁ ଓ ବିଜେପିର ମହାମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଥିଲେ । ଦେଶସାରା ସିଏଏକୁ ନେଇ ବିଜେପି ବିରୋଧ ପ୍ରଦର୍ଶନ କରୁଥିବାବେଳେ ଜେଡିୟୁ ଉଭୟ ସିଏଏ ଓ ଏନ୍‌ଆରସି ବିରୋଧ କରୁଥିଲେ ମଧ୍ୟ  ଦିଲ୍ଲୀ ନିର୍ବାଚନରେ ଜେଡିୟୁ ବିଜେପି ସହିତ ମେଣ୍ଟ କରିଛି । ନୀତିଶ୍‌ କହିଛନ୍ତି ଯେ, କିଛି ଲୋକଙ୍କ ବୟାନ ଆଧାରରେ ଜେଡିୟୁକୁ ଦେଖିବା ଆବଶ୍ୟକ ନାହିଁ । ଜନତା ସହିତ ଜେଡିୟୁ କାମ କରିଛି ଓ କରିବ ମଧ୍ୟ । ଯଦି କାହା ମନରେ କିଛି ରହିଛି ତେବେ ଏହା ବିଷୟରେ ଦଳୀୟ ବୈଠକରେ କଥା ହେବା ଉଚିତ୍‌। ନୀତିଶ୍‌ଙ୍କ ଟିପ୍ପଣୀକୁ ନେଇ ପଓ୍ବନ ବର୍ମା କହିଛନ୍ତି ଯେ, ନୀତିଶଙ୍କ ବୟାନକୁ ସ୍ବାଗତ କରିଛି । ଦଳରେ ତର୍କ କରିବାର ଅଧିକାର ରହିଛି । ଏବେବି ସେ ତାଙ୍କ ପତ୍ରର ଉତ୍ତର ଅପେକ୍ଷାରେ ରହିଛନ୍ତି, ଉତ୍ତର ମିଳିବା ପରେ ସେ ତାଙ୍କ ରାସ୍ତା ନିର୍ଣ୍ଣୟ କରିବେ ବୋଲି କହିଛନ୍ତି ପଓ୍ବନ ବର୍ମା ।

ସମ୍ପ୍ରତି ଦେଶରେ ଏନ୍‌ଆରସି, ସିଏଏ ଓ ଏନ୍‌ପିଆର୍‌କୁ ନେଇ ଦେଶରେ ବିରୋଧ ଚାଲିଥିବାବେଳେ ସରକାରଙ୍କ ସହଯୋଗୀ ଦଳଗୁଡ଼ିକ ମଧ୍ୟ ଏନେଇ ନାରାଜ ପ୍ରଦର୍ଶନ କରୁଛନ୍ତି । ସରକାରଙ୍କ ସହଯୋଗୀ ଦଳ ଜେଡେୟୁ ନିଜ ଶାସିତ ରାଜ୍ୟ ବିହାରରେ ଏନ୍‌ଆରସି ଲାଗୁ କରିବ ନାହିଁ ନିଷ୍ପତ୍ତି ଶୁଣାଇଥିବାବେଳେ ନିକଟରେ ଜେଡେୟୁ ମଧ୍ୟରେ ରହିଥିବା ଆଭ୍ୟନ୍ତରୀଣ କନ୍ଦଳ ପଦାକୁ ଆସିଛି । (ଏଜେନ୍ସି)

jdu nitish kumar
Share. Facebook Twitter LinkedIn Email WhatsApp Copy Link

Related Posts

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.