Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»2022ରେ ରିଲିଜ୍‌ ହେବ କ୍ୟାପ୍‌ଟେନ୍‌ ମାର୍ଭେଲ୍‌ର ସିକ୍ବେଲ୍‌
ଆଜିର ଖବର

2022ରେ ରିଲିଜ୍‌ ହେବ କ୍ୟାପ୍‌ଟେନ୍‌ ମାର୍ଭେଲ୍‌ର ସିକ୍ବେଲ୍‌

January 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ହଲିଉଡର ଅନ୍ୟତମ ସୁପରହିଟ୍‌ ଏବଂ ହାଇଏଷ୍ଟ ଗ୍ରସିଙ୍ଗ ଫିଲ୍ମ କ୍ୟାପ୍‌ଟେନ୍‌ ମାର୍ଭେଲ୍‌ର ସିକ୍ବେଲ ରିଲିଜ୍‌ ନେଇ ଘୋଷଣା କରାଯାଇଛି । ଏହି ଫିଲ୍ମ ପାଇଁ ପ୍ରଥମ ଥର ଡିଜ୍‌ନୀ ଏବଂ ମାର୍ଭେଲ୍‌ ଏକାଠି କାମ କରିବାକୁ ଯାଉଛନ୍ତି । କ୍ୟାପ୍‌ଟେନ୍‌ ମାର୍ଭେଲ୍‌ 2022ରେ ରିଲିଜ୍‌ ନେଇ ଡିଜ୍‌ନୀ ପକ୍ଷରୁ ଘୋଷଣା କରାଯାଇଛି । ଏହି ଫିଲ୍ମ ବ୍ୟତିତ 2022ରେ ବ୍ଲାକ୍‌ ଓ୍ବିଡୋ, ଦ ଏଟରନାଲ୍ସ ଏବଂ ଥର୍‌ର ତୃତୀୟ ଭାଗ ରିଲିଜ୍‌ ହେବାକୁ ଯାଉଛି । ବ୍ରିଏ ଲାର୍ସନ୍‌ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ଓ୍ବାଣ୍ଡା ଭିଜନ୍‌ ସିରିଜ୍‌ର କାହାଣୀ ଲେଖକ ମେଗାନ୍‌ ମ୍ୟାକ୍‌ଡୋନେଲ୍‌ ଏହି ଭାଗର କାହାଣୀ ଲେଖିଛନ୍ତି । ଏହି ଫିଲ୍ମରେ ମୋନିକା ରାମବ୍ୟୁ ବ୍ରିଏ ଲାର୍ସନଙ୍କ ଛୋଟ ବେଳର ଚରିତ୍ରରେ ନଜର ଆସିବେ । (ଏଜେନ୍ସୀ)

Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକାରେ ୨ଟି ରୌପ୍ୟ ପଦକ ଜିତି ଗୌରବ ଆଣିଥିଲେ ଅମୀୟ, ହେଲେ ଭୁଲିଗଲା ପ୍ରଶାସନ

December 31, 2025

କେନ୍ଦ୍ର କ୍ୟାବିନେଟ ବୈଠକରେ ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପକୁ ମଞ୍ଜୁରୀ

December 31, 2025

ଯନ୍ତ୍ରଣା ନିବାରକ ନିମୋସ୍ଲାଇଡ୍ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

December 31, 2025

ମୁହଁରେ ହ୍ଵାଇଟ ହେଡ୍ସର ସମସ୍ୟା ଅଛି କି?, ଘରୋଇ ଉପଚାର ଦ୍ଵାରା ଏହାକୁ କରନ୍ତୁ ସଫା

December 31, 2025
Latest News

ଶହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 31, 2025

ଦକ୍ଷିଣ ଆଫ୍ରିକାରେ ୨ଟି ରୌପ୍ୟ ପଦକ ଜିତି ଗୌରବ ଆଣିଥିଲେ ଅମୀୟ, ହେଲେ ଭୁଲିଗଲା ପ୍ରଶାସନ

December 31, 2025

କେନ୍ଦ୍ର କ୍ୟାବିନେଟ ବୈଠକରେ ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପକୁ ମଞ୍ଜୁରୀ

December 31, 2025

ଯନ୍ତ୍ରଣା ନିବାରକ ନିମୋସ୍ଲାଇଡ୍ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

December 31, 2025

ମୁହଁରେ ହ୍ଵାଇଟ ହେଡ୍ସର ସମସ୍ୟା ଅଛି କି?, ଘରୋଇ ଉପଚାର ଦ୍ଵାରା ଏହାକୁ କରନ୍ତୁ ସଫା

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.