Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫନିର 6 ମାସ ପରେ ମିଳିନି ସହାୟତା : ବିଏମ୍‌ସିକୁ ଘେରିଲେ ଉଠାଦୋକାନୀ
ଆଜିର ଖବର

ଫନିର 6 ମାସ ପରେ ମିଳିନି ସହାୟତା : ବିଏମ୍‌ସିକୁ ଘେରିଲେ ଉଠାଦୋକାନୀ

January 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଫନି ଝଡବାତ୍ୟାକୁ 6 ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ ସହାୟତା ରାଶି । ରାଜଧାନୀରେ ରହିଥିବା ବିଭିନ୍ନ ଦୋକାନୀଙ୍କୁ ଫନି ସହାୟତା ମିଳିନଥିବା ନେଇ ଉଠାଦୋକାନୀଙ୍କ ପକ୍ଷରୁ ବିଏମ୍‌ସି ଘେରାଉ କରାଯାଇଛି । ରାଜଧାନୀରେ ସର୍ବେକ୍ଷଣ କରାଯାଇଥିବା ସମୁଦାୟ 21,883ଦୋକାନୀଙ୍କୁ 10 ହଜାର ଟଙ୍କାର ଫନି ସହାୟତା ସହିତ ଅଶୋକନଗରରେ ପ୍ରସ୍ତାବିତ ଶିଶୁ ଉଦ୍ୟାନ ସ୍ଥାନରେ ଡମ୍ପିଂୟାର୍ଡ ଯୋଜନା ବନ୍ଦ କରିବା ଦାବିରେ କାର୍ଯ୍ୟାଳୟ ଘେରାଉ ସହିତ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଆଜି ପୂର୍ବାହ୍ନରେ ଶହ ଶହ ଉଠା ଦୋକାନୀ ଓ ଅଶୋକ ନଗର ବାସିନ୍ଦା ଉଠାଦୋକାନୀ ବ୍ୟବସାୟୀ ସଂଘର ସଭାପତି ସୁର ଜେନାଙ୍କ ନେତୃତ୍ୱରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଓ କଳ୍ପନା ଛକ ଅତିକ୍ରମ ପୂର୍ବକ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ସୁର ଜେନା ଉଦ୍‌ବୋଧନ ଦେଇ ବିଏମ୍‌ସିର ବାଛ ବିଚାର କରି ଫନି ସହାୟତା ଦେବାକୁ ନିନ୍ଦା କରି ସମସ୍ତଙ୍କୁ ସହାୟତା ଦାବି କରିଥିଲେ । 5ଜଣିଆ ପ୍ରତିନିଧିମଣ୍ଡଳୀ ବିଏମ୍‌ସି କମିଶନରଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାରେ କୈଳାସ ପୁହାଣ, ରୀତା ସେଠୀ, ବୁଲୁ ସାହୁ, କୁନା ପାଣିଗ୍ରାହୀ, ପବିତ୍ର ସ୍ୱାଇଁ, ବଟକୃଷ୍ଣ ସାହୁ, ସନ୍ତୋଷ ନାୟକ, ବିକ୍ରମ ସ୍ୱାଇଁ, ଭରତ ସାହୁ ଓ ପୂଜା ମିଶ୍ର ପ୍ରମୁଖ ଉଠାଦୋକାନୀ ସାମିଲ ହୋଇଥିଲେ ।

bmc shops
Share. Facebook Twitter LinkedIn Email WhatsApp Copy Link

Related Posts

“ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରନ୍ତୁ ନାହିଁ,”: ଇରାନର ବୈଦେଶିକ ମନ୍ତ୍ରୀଙ୍କୁ କହିଲେ ଜୟଶଙ୍କର

August 1, 2026

ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

August 1, 2026

ଡାକ ବିଭାଗ ପକ୍ଷରୁ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ: ବିଜେତାଙ୍କୁ ୫୦ ହଜାର ପର୍ଯ୍ୟନ୍ତ ପୁରସ୍କାର

August 1, 2026

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026
Latest News

“ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରନ୍ତୁ ନାହିଁ,”: ଇରାନର ବୈଦେଶିକ ମନ୍ତ୍ରୀଙ୍କୁ କହିଲେ ଜୟଶଙ୍କର

August 1, 2026

ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

August 1, 2026

ଡାକ ବିଭାଗ ପକ୍ଷରୁ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ: ବିଜେତାଙ୍କୁ ୫୦ ହଜାର ପର୍ଯ୍ୟନ୍ତ ପୁରସ୍କାର

August 1, 2026

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.