Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଙ୍କ୍‌ର ତେଲୁଗୁ ରିମେକ୍‌ : ଅମିତାଭଙ୍କ ରୋଲ୍‌ରେ ପଓ୍ବନ
ଆଜିର ଖବର

ପିଙ୍କ୍‌ର ତେଲୁଗୁ ରିମେକ୍‌ : ଅମିତାଭଙ୍କ ରୋଲ୍‌ରେ ପଓ୍ବନ

January 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ :ଜାତୀୟ ଫିଲ୍ମ ପୁରସ୍କାରପ୍ରାପ୍ତ ବଲିଉଡ୍‌ ଫିଲ୍ମ ‘ପିଙ୍କ୍‌’ର ତେଲୁଗୁ ରିମେକ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ଫିମେଲ୍‌ ଲିଡ୍‌ ଭାବରେ ନିଭେଥା ଥୋମାସ୍‌, ଅଞ୍ଜଳି ଓ ଅନନ୍ୟ ନାଗଲା ଅଭିନୟ କରିବାକୁ ରହିଥିବାବେଳେ ଏଥରେ ଓକିଲ ଚରିତ୍ରରେ ନଜର ଆସିବେ ପଓ୍ବନ କଲ୍ୟାଣ ।  ବଲିଉଡ୍‌ର ଏହି ଫିଲ୍ମରେ ବିଗ୍‌ବି ଅମିତାଭଙ୍କୁ ଏହି ଚରିତ୍ରରେ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଏହି ଫିଲ୍ମର ତାମିଲ୍‌ ରିମେକ୍‌ ମଧ୍ୟ ରିଲିଜ୍‌ ହୋଇସାରିଛି । ଏଥିରେ ଅଜିଥ୍‌ କୁମାରଙ୍କୁ ଓକିଲ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ତେଲୁଗୁର ପିଙ୍କ୍‌ ରିମେକ୍‌ର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଶ୍ରୀରାମ ଭେଣୁ । ପଓ୍ବନଙ୍କୁ ଶେଷଥର ପାଇଁ 2018ରେ ‘ଅଜ୍ଞତାବାସୀ’ରେ ଦେଖିବାକୁ ମିଳିଥିଲା । ପଓ୍ବନ ନିଜର ରାଜନୈତିକ ଦଳକୁ ନେଇ ଏବେ ବେଶ୍‌ ସକ୍ରିୟ ରହିଛନ୍ତି । (ଏଜେନ୍ସି)

pawankalyan pinkmovie
Share. Facebook Twitter LinkedIn Email WhatsApp Copy Link

Related Posts

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତିକର ଖବର: ଜାମନଗରରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

March 28, 2026

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

March 28, 2026

ଉତ୍ତରାଖଣ୍ଡରେ ବଡ଼ ରାଜନୈତିକ ଅସ୍ଥିରତା: କଂଗ୍ରେସ ଦଳରେ ଯୋଗଦେବେ ଅନେକ ପ୍ରମୁଖ ନେତା!

March 28, 2026
Latest News

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

March 28, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତିକର ଖବର: ଜାମନଗରରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

March 28, 2026

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ RCB ବନାମ SRH, ଇତିହାସ ରଚିବେ ଇଶାନ

March 28, 2026

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.