Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଓ ବର୍ବରତା : ଦଶରୁ ଉର୍ଦ୍ଧ୍ବ ଘର ଜାଳିଲେ
ଆଜିର ଖବର

ମାଓ ବର୍ବରତା : ଦଶରୁ ଉର୍ଦ୍ଧ୍ବ ଘର ଜାଳିଲେ

January 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପାପରେମଟଲା : ପୁଣି ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ଦଶରୁ ଉର୍ଦ୍ଧ୍ବ ଘର ଜାଳିଦେଇଛନ୍ତି । ପାପରମେଟ୍‌ଲା ଥାନା ଯୋଡାଆମ୍ବ ଗ୍ରାମରେ ଘର ଜାଳିଦେଲେ ମାଓବାଦୀ। ମାଓ ଭୟରେ ପୋଲିସ୍‌ କ୍ୟାମ୍ପ୍‌ରେ ଆଶ୍ରୟନେଲେ ଗ୍ରାମବାସୀ । କୁନ୍ତୁରୁପଦରସ୍ଥିତ ପୋଲିସ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ । ଭୋରରୁ ଜଳାପୋଡା କରିଥିବା ସୂଚନା ମିଳିଥିବାବେଳେ ଘରୁ ଲୋକେ ବାହାରିଆସିଥିଲେ ।  ଗ୍ରାମର ଲୋକଙ୍କ ଆକ୍ରମଣରେ ଜଣେ ମାଓବାଦୀର ମୃତ୍ୟୁରୁ ଏହି ଜଳାପୋଡା ହୋଇଥିବାର ସୂଚନା ରହିଛି । ଗ୍ରାମରେ ପଶି ଧମକ ଦେବାବେଳେ ପଥର ମାଡ଼ କରିଥିଲେ ଗ୍ରାମବାସୀ । ପାପରମେଟ୍‌ଲା ଜନ୍ତୁରାଇ ଗ୍ରାମରେ ମାଓବାଦୀ – ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ନେଭିଗେସନ୍‌ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ: ସଫଳ ହେଲା ଏନ୍.ଭି.ଏସ୍.-୦୩ ରକେଟ୍‌ ଉତକ୍ଷେପଣ

October 31, 2026

ବଡ଼ବିଲ-ପାଣିକୋଇଲି ରାଜପଥରେ ୧ରୁ ସ୍ୱୟଂକ୍ରିୟ ଇ-ଚାଲାଣ

October 31, 2026

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି

October 31, 2026

ଜାତୀୟ ବିଜ୍ଞାନ ସେମିନାର ଜିତିଲେ ଓଡ଼ିଶାର ସୋମ୍ୟାଶ୍ରୀ ଥାନପତି

October 31, 2026
Latest News

ଭାରତୀୟ ନେଭିଗେସନ୍‌ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ: ସଫଳ ହେଲା ଏନ୍.ଭି.ଏସ୍.-୦୩ ରକେଟ୍‌ ଉତକ୍ଷେପଣ

October 31, 2026

ବଡ଼ବିଲ-ପାଣିକୋଇଲି ରାଜପଥରେ ୧ରୁ ସ୍ୱୟଂକ୍ରିୟ ଇ-ଚାଲାଣ

October 31, 2026

ଅଣ୍ଡର-୧୯ ଏସିଆ କପ୍: ଦଳରେ ସାମିଲ ହେଲେ ସେହୱାଗ ଓ ଦ୍ରାବିଡ଼ଙ୍କ ପୁଅ

October 31, 2026

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି

October 31, 2026

ବିକଶିତ ଭାରତ ପାଇଁ ‘ଉଚ୍ଚସ୍ତରୀୟ ବ୍ୟାଙ୍କିଂ କମିଟି’ ଗଠନ କଲେ ଭାରତ ସରକାର

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.