Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିବାହ ମଣ୍ଡପରୁ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଧର୍ମ ପରିବର୍ତ୍ତନ କରାଇ ଜବରଦସ୍ତି କରାଯାଉଛି ବାହାଘର
ଆଜିର ଖବର

ବିବାହ ମଣ୍ଡପରୁ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଧର୍ମ ପରିବର୍ତ୍ତନ କରାଇ ଜବରଦସ୍ତି କରାଯାଉଛି ବାହାଘର

January 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏମିତି କାହାଣି କେବେ ଶୁଣିନି
ଏମିତି କାହାଣି କେବେ ଶୁଣିନି

ପାକିସ୍ତାନ : ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଜବରଦସ୍ତି ମୁସଲମାନ ଯୁବକ ସହ ବିବାହ କରିବାର ମାମଲା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଜବରଦସ୍ତି ଧର୍ମାନ୍ତୀକରଣ କରାଇଥିବାର ଏକ ସନ୍‌ସିନ୍‌ ମାମଲା ସାମ୍ନାକୁ ଆସିଛି ।  ସିନ୍ଧ ସୁବେରୋରୁ 24 ବର୍ଷୀୟା ହିନ୍ଦୁ ମହିଳାଙ୍କୁ ଅପହରଣ କରି ମୁସଲିମ୍‌ ଯୁବକଙ୍କ ସହି ବିବାହ କରାଇଦିଆଯାଇଛି । ଭାରତୀ ବାଈ ନାମ୍ନୀ ଜଣେ ମହିଳାଙ୍କୁ ଦିନ ଦ୍ବିପ୍ରହରରେ ବାହାଘର ସମାରୋହରୁ ଅପହରଣ କରି ଜବରଦସ୍ତି ଉଠାଇ ନିଆଯାଇଥିଲା । ଏହା ପରେ ତାଙ୍କ ଉପରେ ଚାପ ପ୍ରୟୋଗ କରି ମୁସଲମାନ ଧର୍ମକୁ ଗ୍ରହଣ କରାଇଛନ୍ତି । ତା’ପରେ ଜଣେ ମୁସଲମାନ ଯୁବକଙ୍କ ସହ ବିବାହ କରାଇ ଦେଇଛନ୍ତି।

ଭାରତୀଙ୍କ ପିତା କିଶୋର ଦାସ ଅଭିଯୋଗ କରିଛନ୍ତି ଯେ, ଭାରତୀ ବାଈଙ୍କ ବିବାହ ଜଣେ ହିନ୍ଦୁ ଯୁବକଙ୍କ ସହ ହେବାର ଥିଲା । ବିବାହର ପ୍ରସ୍ତୁତି ମଧ୍ୟ ବିବାହ ମଣ୍ଡପରେ ଆରମ୍ଭ ହୋଇଯାଇଥିଲା । କିନ୍ତୁ ହଠାତ୍‌ କିଛି ବଦମାସ୍‌ ବିବାହ ମଣ୍ଡପକୁ ପଶିଆସିଥିଲେ ଓ ଭାରତୀକୁ ଜବରଦସ୍ତି ଉଠାଇ ନେଇଥିଲେ । ପରେ ଜବଦରସ୍ତି ଧର୍ମ ପରିବର୍ତ୍ତନ କରାଇ ବିବାହ କରାଇଥିଲା ।

ଏହା ପୂର୍ବରୁ ପାକିସ୍ତାନରେ ଏପରି ଅନେକ ଘଟଣା ମଧ୍ୟ ଦେଖିବାକୁ ମିଳିଛି । ହିନ୍ଦୁ ଝିଅଙ୍କୁ ଜବରଦସ୍ତି ଉଠାଇ ଧର୍ମ ପରିବର୍ତ୍ତନ କରାଇ ମୁସଲମାନ ପୁଅଙ୍କ ସହିତ ବିବାହ କରାଇ ଦେଉଛନ୍ତି । ଏଥିପାଇଁ ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ଲଗାତାର ଭାବରେ କମିବାରେ ଲାଗିଛି।

 

pakistan
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରକାଶ ପାଇଲା ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା 

July 17, 2026

‘ଇଗ୍ନୋ’ ନାମଲେଖା ଓ ପୁନଃ ପଞ୍ଜୀକରଣ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

July 17, 2026

କେଉଁ ମେଡିକାଲ କଲେଜ ପାଇଁ କେତେ ରାଙ୍କ ଆବଶ୍ୟକ? ଜାଣନ୍ତୁ

July 17, 2026

ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

July 17, 2026
Latest News

ପ୍ରକାଶ ପାଇଲା ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା 

July 17, 2026

‘ଇଗ୍ନୋ’ ନାମଲେଖା ଓ ପୁନଃ ପଞ୍ଜୀକରଣ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

July 17, 2026

କେଉଁ ମେଡିକାଲ କଲେଜ ପାଇଁ କେତେ ରାଙ୍କ ଆବଶ୍ୟକ? ଜାଣନ୍ତୁ

July 17, 2026

ଜିନ୍ଦ୍‌ଠାରେ ପ୍ରାୟ ୧୪,୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

July 17, 2026

ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.