Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଡେନ୍‌କୁ ପ୍ରତ୍ୟାବର୍ତ୍ତନ କଲେ ଷ୍ଟିଭ୍‌ ଓ୍ବ
ଆଜିର ଖବର

ଇଡେନ୍‌କୁ ପ୍ରତ୍ୟାବର୍ତ୍ତନ କଲେ ଷ୍ଟିଭ୍‌ ଓ୍ବ

January 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକାତା : ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ଓ୍ବ ପୁନର୍ବାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମାତ୍ର ଷ୍ଟିଭ୍‌ ଓ୍ବ ଏଥର ଭିନ୍ନ ଦାୟିତ୍ବରେ ଇଡେନ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବେଙ୍ଗଲ ଏବଂ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଷ୍ଟିଭ୍‌ ଫଟୋଗ୍ରାଫର ଭାବରେ ପଡିଆରେ ପ୍ରବେଶ କରିଥିଲେ । ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌ ନାମକ ପୁସ୍ତକୁ ଲେଖୁଥିବା ଷ୍ଟିଭ୍‌ ଭାରତୀୟ କ୍ରିକେଟର ମକ୍କାରେ ପ୍ରବେଶ କରିବା ସହିତ କିଛି ଫଟୋ ଉତ୍ତୋଳନ କରିଥିଲେ । ଏହି ଷ୍ଟାଡିୟମ୍‌ରେ 1987ରେ ଅଷ୍ଟ୍ରେଲିଆ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ରହିଥିବା ବେଳେ 2001 ଐତିହାସିକ ଟେଷ୍ଟ ସିରିଜ୍‌ରେ ଅଧିନାୟକ ରହିଥିଲେ । ଦ୍ରାବିଡ-ଲକ୍ଷ୍ମଣଙ୍କ ଭାଗିଦାରୀ ଏବଂ ହରଭଜନଙ୍କ ହ୍ୟାଟ୍ରିକ୍‌ କାରଣରୁ ଭାରତ ଏହି ଟେଷ୍ଟରେ ବିଜୟୀ ହୋଇଥିଲା ।

Australia india
Share. Facebook Twitter LinkedIn Email WhatsApp Copy Link

Related Posts

ECINet ଆପ୍ ଉପରେ ସାଧାରଣ ଲୋକଙ୍କ ପରାମର୍ଶ ଲୋଡିଲେ ନିର୍ବାଚନ କମିଶନର

January 4, 2026

ଆମ ବସ ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

January 4, 2026

ବାଣପୁର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ  

January 4, 2026

କଂଗ୍ରେସ ଭବନରେ ପାଳନ ହେଲା ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ

January 4, 2026
Latest News

ECINet ଆପ୍ ଉପରେ ସାଧାରଣ ଲୋକଙ୍କ ପରାମର୍ଶ ଲୋଡିଲେ ନିର୍ବାଚନ କମିଶନର

January 4, 2026

ଆମ ବସ ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

January 4, 2026

ବାଣପୁର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ  

January 4, 2026

ଆରମ୍ଭ ହେଲା ଭୁବନେଶ୍ବର ପଥ ଉତ୍ସବ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 4, 2026

ନୂଆବର୍ଷରେ ଭିଜିଲାନ୍ସ ଜାଲରେ ପଡିଗଲେ କଟକ ଥାନା ଅଧିକାରୀ, ଭାଗ୍ୟ ଖରାପ

January 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.