Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭଂଶାଲୀଙ୍କ କ୍ୟାମ୍ପ୍‌ରେ ଈଶାନ୍‌ !
ଆଜିର ଖବର

ଭଂଶାଲୀଙ୍କ କ୍ୟାମ୍ପ୍‌ରେ ଈଶାନ୍‌ !

February 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

‘ବିୟଣ୍ଡ୍‌ ଦ କ୍ଲାଉଡ୍‌’ରେ ଡେବ୍ୟୁ କରିଥିବା ସାହିଦ୍‌ କପୁରଙ୍କ ଭାଇ ଇଶାନ୍‌ ଖଟ୍ଟରଙ୍କ ଦ୍ୱିତୀୟ ଫିଲ୍ମ ଥିଲା ‘ଧଡ଼କ୍‌’। ଜାହ୍ନବୀଙ୍କ ସହ ତାଙ୍କ ରୋମାନ୍ସକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ଏବେ ଇଶାନ୍‌ ଏକ ବଡ଼ ବ୍ୟାନରରେ ସୁଯୋଗ ପାଇଥିବା ସୂଚନା ମିଳିଛି ।  ପ୍ରସିଦ୍ଧ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂଶାଲୀଙ୍କ ସହ କାମ କରିବେ ଈଶାନ୍‌ । ମିଳିଥିବା ସୂଚନା ଅନୁଯାୟୀ, ଈଶାନ୍‌ ଏବେ ଭଂଶାଲୀଙ୍କ ଏହି ପ୍ରୋଜେକ୍ଟରେ ଏବେ ଫୋକସ୍‌ କରୁଛନ୍ତି । ସଞ୍ଜୟ, ଈଶାନଙ୍କ ଫିଲ୍ମ ‘ଧଡକ୍‌’ରୁ ଖୁବ୍‌ ଇମ୍ପ୍ରେସ୍‌ ଅଛନ୍ତି। ସେ ତାଙ୍କ ଆଗାମୀ ଫିଲ୍ମରେ ଏକ ଯୁବ ଚରିତ୍ର ପାଇଁ ଈଶାନଙ୍କୁ ବାଛିଥିବାର ଜଣାପଡିଛି । ତେବେ ଏହାର ଔପଚାରିକ ଘୋଷଣା ହେବାକୁ ବାକି ରହିଛି । ଜାହ୍ନବୀଙ୍କ ସହ ସର୍ମ୍ପକକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ ଏହି ଅଭିନେତା ଜଣକ । ଫିଲ୍ମକୁ ନେଇ ବେଶ୍‌ ସଚେତନଥିବା ସଞ୍ଜୟ ପ୍ରତ୍ୟେକ ଫିଲ୍ମରେ କିଛି ନିଆରା ପ୍ରଦର୍ଶନ କରାଇଥା’ନ୍ତି । ତେବେ ଈଶାନ୍‌ଙ୍କ ପରି ଜଣେ ୟଙ୍ଗ୍‌ ଏନେରଜେଟିକ୍‌ ଷ୍ଟାର୍‌ଙ୍କ ସହ ସଞ୍ଜୟଙ୍କ ଫିଲ୍ମକୁ ନେଇ ଦର୍ଶକେ ବେଶ୍‌ କିଛି ସମ୍ଭାବନା କରିବେ ତ ନିଶ୍ଚୟ ।

Share. Facebook Twitter LinkedIn Email WhatsApp Copy Link

Related Posts

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026

ଲଘୁଚାପ ସକ୍ରିୟ : ପାଞ୍ଚଦିନ ବର୍ଷିବ

July 4, 2026

ଓମ୍ସା ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ରୋଗୀ ସେବାରେ ଆୟୁଷ, ଏମଏଚୟୁ ଓ ଆରବିଏସକେ ଡାକ୍ତର

July 4, 2026
Latest News

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପ-ସଭାପତିଙ୍କ ବିୟୋଗ

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026

ଲଘୁଚାପ ସକ୍ରିୟ : ପାଞ୍ଚଦିନ ବର୍ଷିବ

July 4, 2026

ଓମ୍ସା ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ରୋଗୀ ସେବାରେ ଆୟୁଷ, ଏମଏଚୟୁ ଓ ଆରବିଏସକେ ଡାକ୍ତର

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.