Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅପରେସନ୍‌ ମାସୁମ୍‌ ସଫଳ : 23 ଶିଶୁଙ୍କୁ ଉଦ୍ଧାର କରିଥିବା ପୋଲିସ୍‌ ଟିମ୍‌ଙ୍କୁ 10 ଲକ୍ଷ ଟଙ୍କାର ପୁରସ୍କାର
ଆଜିର ଖବର

ଅପରେସନ୍‌ ମାସୁମ୍‌ ସଫଳ : 23 ଶିଶୁଙ୍କୁ ଉଦ୍ଧାର କରିଥିବା ପୋଲିସ୍‌ ଟିମ୍‌ଙ୍କୁ 10 ଲକ୍ଷ ଟଙ୍କାର ପୁରସ୍କାର

January 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ଫାରୁଖାବାଦରେ ପାଖାପାଖି ଆଠ ଘଣ୍ଟାର ଅପରେସନ୍‌ ମାସୁମ’ ଜରିଆରେ  ସଫଳତା ପୂର୍ବକ ପୋଲିସ ବନ୍ଧକ ଥିବା ସମସ୍ତ 23 ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏହାରି ମଧ୍ୟରେ ଅଭିଯୁକ୍ତ ସୁଭାଷକୁ ପୋଲିସ ଏନକାଉଣ୍ଟରରେ ନିହତ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ପୋଲିସ କହିଛି ଯେ, କ୍ରସ ଫାଇରିଂରେ ସୁଭାଷର ମୃତ୍ୟୁ ହୋଇଛି । ଏହି ଏନକାଉଣ୍ଟରରେ 5 ଜଣ ପୋଲିସ କର୍ମୀଙ୍କ ସମେତ ମୋଟ 6 ଜଣ ଆହତ ହୋଇଛନ୍ତି । ସୁଭାଷର ଘରୁ ରାଇଫଲ ସହ ଗୁଳିଗୋଳା ମଧ୍ୟ ଜବତ ହୋଇଛି । ସେ ବହୁ ଦିନରୁ ପୋଲିସ ବିରୋଧୀ କାମ କରୁଥିଲା।  ପାଖାପାଖି 11 ଘଣ୍ଟା ଧରି ବନ୍ଧକ ରହିଥିବା 23 ଜଣ ଶିଶୁଙ୍କୁ ପୋଲିସ୍‌ ଏହି ଅପରେସନ୍‌ରେ ସଫଳତା ପୂର୍ବକ ସୁରକ୍ଷିତ ଉଦ୍ଧାର କରିଥିବା ହେତୁ ପୋଲିସ୍‌ ଟିମ୍‌କୁ 10 ଲକ୍ଷ ଟଙ୍କାର ପୁରଷ୍କାର ଦିଆଯିବା ଲାଗି ଘୋଷଣା କରଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026

ଟ୍ରମ୍ପଙ୍କ ନୂତନ ଧମକରେ ଦୋହଲିଗଲା ସେୟାର ବଜାର

April 13, 2026

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026
Latest News

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026

ଟ୍ରମ୍ପଙ୍କ ନୂତନ ଧମକରେ ଦୋହଲିଗଲା ସେୟାର ବଜାର

April 13, 2026

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026

୨୧୯ ଏଲ୍‍ପିଜି ବିତରକଙ୍କ ଉପରେ ଜରିମାନା, ୫୬ ବିତରକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.