ସମୀକ୍ଷା ବ୍ୟୁରୋ
ଗଞ୍ଜାମ : ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ଫାଇଭ୍-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ମା’ ତାରାତାରିଣୀଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିକାଶମୂଳକ କାମର ଅନୁଧ୍ୟାନ କରିଛନ୍ତି ଫାଭଇ-ଟି ସଚିବ । ଖୁବଶୀଘ୍ର ତାରାତାରିଣୀ ମନ୍ଦିରର କିଛି ବିକାଶ ମୂଳକ ପଦକ୍ଷେପ ନିଆଯିବା ନେଇ ଆଶା କରାଯାଉଛି । ସୂଚନାଯୋଗ୍ୟ, ‘ମୋ’ ସରକାର’ ଯୋଜନା କାର୍ଯ୍ୟକାରୀ ହେବାପର ଠାରୁ ‘ଫାଇଭ-ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଅଚାନକ ବିଭିନ୍ନ ଜିଲ୍ଲାଗସ୍ତରେ ପହଞ୍ଚି ସମୀକ୍ଷା କରୁଛନ୍ତି । ଏହି ଅବସରର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ଉପସ୍ଥିତ ରହିଥିଲେ ।
Tags: