ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ ଉପସ୍ଥାନ କରୁଛନ୍ତି ନିର୍ମଳା ସୀତାରମଣ । ଏହି ଅବସରରେ ଶିକ୍ଷା ପାଇଁ 99 ହଜାର 300 କୋଟିର ବ୍ୟୟ ବରାଦ ରଖାଯାଇଥିବାବେଳେ ଦେଶରେ ନୂତନ ଶିକ୍ଷା ନୀତି ଆସିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
- ବହୁତ ଶୀଘ୍ର ନୂତନ ଶିକ୍ଷା ନୀତି ଆସିବ
- ଦେଶରେ ସାଇବର ଫୋରେନିକ୍ ଶିକ୍ଷା ପ୍ରତିଷ୍ଠାନ
- ଦେଶରେ ନୂଆ 150ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ହେବ
- ଅନ୍ଲାଇନ୍ ଡିଗ୍ରୀ ପୋଗ୍ରାମ୍
- ଷ୍ଟଡି ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ
- ପିପିପି ମୋଡରେ ମେଡିକାଲ କଲେଜରେ ହେବ ନିର୍ମାଣ
- ସରସ୍ବତୀ ସିନ୍ଧୁ ୟୁନିଭର୍ସିଟି ହେବା ପାଇଁ ଘୋଷଣା
- କୋଶଳ ବିକାଶ ପାଇଁ 3000 କୋଟିର ବ୍ୟୟବରାଦ ରହିଛି ।
- ଶିକ୍ଷା ସେକ୍ଟରରେ ଏଫ୍ଡିଆଇ ଅଣାଯିବ ।