Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏଏ  ବିରୋଧ ପ୍ରଦର୍ଶନ କରୁଥିବାବେଳେ ମହିଳାଙ୍କର ମୃତ୍ୟୁ
ଆଜିର ଖବର

ସିଏଏ  ବିରୋଧ ପ୍ରଦର୍ଶନ କରୁଥିବାବେଳେ ମହିଳାଙ୍କର ମୃତ୍ୟୁ

February 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାୟପୁର ଷ୍ଟିଲ୍ ପ୍ଲାଣ୍ଟ ଛାତ ଭୁଶୁଡ଼ି ୬ ଶ୍ରମିକଙ୍କ ମୃତ୍ୟୁ
ରାୟପୁର ଷ୍ଟିଲ୍ ପ୍ଲାଣ୍ଟ ଛାତ ଭୁଶୁଡ଼ି ୬ ଶ୍ରମିକଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ

କୋଲକତା : ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀର ଶାହିନବାଗ୍‌ ପରି କୋଲକାତାର ସର୍କସ୍‌ ମଇଦାନଠାରେ 60 ମୁସଲିମ୍‌ ମହିଳା ସିଏଏକୁ ଧାରଣାରେ ବସିଛନ୍ତି । ରବିବାର ଧାରଣାରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ତେବେ ମହିଳା ଜଣକ ହାର୍ଟଆଟାର୍କରେ ମୃତ୍ୟୁବରଣ କରୁଥିବାର ଜଣାପଡିଛି ।

ବିଗତ 26 ଦିନ ଧରି ସଂଶୋଧିତ ନାଗରିକତା ଆଇନ ବିରୋଧରେ କଲିକତାଠାରେ 60 ଜଣ ମୁସଲିମ୍‌ ମହିଳା ଅନିଶ୍ଚିତ କାଳ ପାଇଁ ଧାରଣାରେ ବସିଛନ୍ତି । ମହିଳାମାନେ ଧାରଣା କରୁଥିବା ସ୍ଥଳକୁ ‘କଲିକତାର ଶାହୀନ୍‌ ବାଗ୍‌’ ବୋଲି କୁହାଯାଉଛି । ଏହି ବିରୋଧ ପ୍ରଦର୍ଶନରେ ଗୃହିଣୀଙ୍କଠାରୁ ଆରମ୍ଭ କରି କର୍ମଜୀବୀ ମହିଳାମାନେ ମଧ୍ୟ ସାମିଲ୍‌ ରହିଛନ୍ତି । ମହିଳା ଜଣକ ମୃତ୍ୟୁ ପରେ ବି ଧାରଣା ଜାରି ରହିଛି । ତେବେ ଏହି ଧାରଣାରତ ମହିଳାମାନେ କୌଣସି ରାଜନୈତିକ ସମୂହ ସହ ଜଡିତ ନୁହନ୍ତି । ସେମାନେ ନିର୍ଭୀକ ଭାବେ ସିଏଏକୁ ବିରୋଧ କରୁଥିବାବେଳେ କହିଛନ୍ତି ଯେ, ଆମର ଏକମାତ୍ର ପରିଚୟ ହେଉଛି ଆମେ ଭାରତୀୟ ମହିଳା । ଆମକୁ ଡରାଇବା ପାଇଁ କୌଣସି ଶକ୍ତି ନାହିଁ ।

ବିଜେପିର ଅନୁପ୍ରବେଶକାରୀ ଅଭିଯୋଗ ଉପରେ ଏହି ଧାରଣାରତ ମହିଳାମାନେ କହିଛନ୍ତି ଯେ, ଆମ ପିଢି ପରେ ପଶ୍ଚିମବଙ୍ଗରେ ରହି ଆସୁଛି । ବର୍ଷ ବର୍ଷ ଧରି ହିନ୍ଦୁମାନଙ୍କ ସହିତ ଦୁର୍ଗା ପୂଜା ସମାରୋହରେ ସାମିଲ୍‌ ହୋଇଛି । ଆଜି ଅଚାନକ୍‌ ଆମକୁ ଆମ ଭାରତୀୟ ହେବାର ପ୍ରମାଣ ଦେବାକୁ ପଡୁଛି ।

ତେବେ ଏହି ଧାରଣାସ୍ଥଳକୁ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ସମେତ ବହୁ କଳାକାର, ସାମାଜିକ କାର୍ଯ୍ୟକର୍ତ୍ତାମାନେ ଏହି ଧାରଣାସ୍ଥଳ ପରିଦର୍ଶନ କିରସାରିଛନ୍ତି। (ଏଜେନ୍ସି)

caa womendead
Share. Facebook Twitter LinkedIn Email WhatsApp Copy Link

Related Posts

ରିଷଭ ପନ୍ତଙ୍କୁ ଅଧିନାୟକ, ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ; ବାଦ ପଡ଼ିଲେ ଶୁଭମନ ଗିଲ୍

October 21, 2025

ବିହାର ପରି ଝାଡ଼ଖଣ୍ଡରେ ମଧ୍ୟ ଭାଙ୍ଗିଯିବ କି ଇଣ୍ଡିଆ ମେଣ୍ଟ?: ଜେଏମ୍ଏମ୍ ର ଅସନ୍ତୋଷ ପରେ ଚର୍ଚ୍ଚା ଆରମ୍ଭ

October 21, 2025

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ‘ଲୌହ ମହିଳା’: ଅଭିନନ୍ଦନ ଜଣାଇଲେ ମୋଦୀ

October 21, 2025

ଦୀପାବଳି ପରେ ସୁନା ଦର ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

October 21, 2025
Latest News

ରିଷଭ ପନ୍ତଙ୍କୁ ଅଧିନାୟକ, ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ; ବାଦ ପଡ଼ିଲେ ଶୁଭମନ ଗିଲ୍

October 21, 2025

ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକାର ଚ଼ତୁର୍ଥ ସଂସ୍କରଣ ଲୋକାର୍ପିତ

October 21, 2025

ବିହାର ପରି ଝାଡ଼ଖଣ୍ଡରେ ମଧ୍ୟ ଭାଙ୍ଗିଯିବ କି ଇଣ୍ଡିଆ ମେଣ୍ଟ?: ଜେଏମ୍ଏମ୍ ର ଅସନ୍ତୋଷ ପରେ ଚର୍ଚ୍ଚା ଆରମ୍ଭ

October 21, 2025

ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ‘ଲୌହ ମହିଳା’: ଅଭିନନ୍ଦନ ଜଣାଇଲେ ମୋଦୀ

October 21, 2025

ଦୀପାବଳି ପରେ ସୁନା ଦର ହ୍ରାସ: ଜାଣନ୍ତୁ ଆଜିର ମୂଲ୍ୟ

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.