Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ଣ୍ଣାଟକରେ ପୁଣି ଥରେ ନାଟକ : ଇସ୍ତଫା ଦେବାକୁ ଧମକ ଦେଲେ ବିଜେପି ବିଧାୟକ
ଆଜିର ଖବର

କର୍ଣ୍ଣାଟକରେ ପୁଣି ଥରେ ନାଟକ : ଇସ୍ତଫା ଦେବାକୁ ଧମକ ଦେଲେ ବିଜେପି ବିଧାୟକ

February 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କର୍ଣ୍ଣାଟକ : କର୍ଣ୍ଣାଟକ ରାଜନୀତିରେ ସବୁବେଳେ ହାଇ ଭୋଲ୍‌ଟେଜ ଡ୍ରାମା ଦେଖିବାକୁ ମିଳୁଛି। କିଛି ଦିନର ଶାନ୍ତ ପରେ ପୁଣି ଥରେ ନାଟକ ଆରମ୍ଭ ହେଲାଣି । ପୁଣି ଥରେ ଦେଖିବାକୁ ମିଳିବ ଇସ୍ତଫାର ପର୍ବ । ବିଜେପି ବିଧାୟକମାନେ ଇସ୍ତଫା ଦେବା ନେଇ ଧମକ ଦେଇଥିବାର ଶୁଣିବାକୁ ମିଳିଛି । କର୍ଣ୍ଣାଟକରେ ୟେଦୁରପ୍ପା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ପୁଣି ଥରେ କେଁ ସୃଷ୍ଟି ହୋଇଛି ।  ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଦଳର ହାଇକମାଣ୍ଡଙ୍କ ନିକଟରୁ ଯେଉଁ ଲିଷ୍ଟ୍‌ ପଠାଇଛନ୍ତି, ସେଥିରେ ସିପି ଯୋଗେଶ୍ବରଙ୍କ ନାମ ରହିଛି ।

ସିପି ଯୋଗେଶ୍ବର ବିଧାୟକ ନଥିବାବେଳେ ବିଧାନ ପରିଷଦର ସଦସ୍ୟ ମଧ୍ୟ ନୁହଁନ୍ତି । କିନ୍ତୁ ସିପି ଯୋଗେଶ୍ବରଙ୍କୁ ମନ୍ତ୍ରୀ କରିବା ନେଇ କିଛି ବିଜେପି ବିଧାୟକ ନାରାଜ ରହିବା ସହିତ ଇସ୍ତଫା ଦେବାର ଧମକ ମଧ୍ୟ ଦେଇଛନ୍ତି । ତେବେ ନେତାମାନେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ।

କର୍ଣ୍ଣାଟକରେ କ୍ୟାବିନେଟ୍‌ ବିସ୍ତାର ନେଇ ବହୁ ଦିନରୁ ଚର୍ଚ୍ଚା ଚାଲିଛି । କିନ୍ତୁ କିଛି ବିବାଦ ରହିଥିବାର କାରଣରୁ ଏହାକୁ ସ୍ଥଗିତ ରଖଯାଇଥିଲା ।  ଗତ କିଛି ଦିନ ତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଭାରତୀୟ ଜନତା ପାର୍ଟିର ତତ୍କାଳୀନ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ସହ କ୍ୟାବିନେଟ୍‌ ସମ୍ପ୍ରସାରଣକୁ ନେଇ ଦୀର୍ଘ ସମୟ ଆଲୋଚନା କରିଥିଲେ । (ଏଜେନ୍ସି)

karnatak
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026
Latest News

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026

ରାଶିଫଳ: ଆଜି ଜୁନ ୨ ତାରିଖ ମଙ୍ଗଳବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.