Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରଦାକୁ ଆସିବ ‘ନାୟକ’ର ପାର୍ଟ ଟୁ  !
ଆଜିର ଖବର

ପରଦାକୁ ଆସିବ ‘ନାୟକ’ର ପାର୍ଟ ଟୁ  !

February 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅଭିନେତା ଅନୀଲ୍‌ କୁପର୍‌ଙ୍କ ଲୋକପ୍ରିୟ ଫିଲ୍ମ ‘ନାୟକ- ଦି ରିୟଲ ହିରୋ’ର ଦ୍ବିତୀୟ ଭାଗ ନିର୍ମାଣ ହେବ ବୋଲି ଶୁଣାଯାଉଛି । ୨୦୦୧ରେ ରିଲିଜ୍‌ ହୋଇଥିବା ଏସ୍‌. ଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନୀଲ୍‌ କପୁର୍‌, ରାଣୀ ମୁର୍ଖାଜୀ, ବରିଷ୍ଠ ଦିବଙ୍ଗତ ଅଭିନେତା ଅମରେଶ ପୁରୀ, ପରେଶ ରାଓ୍ବଲ୍‌, ଜନି ଲିଭର୍‌ ପ୍ରମୁଖ ଅଭିନୟ କରିଥିଲେ । ରାଜନୈତିକ ପୃଷ୍ଠଭୂମିକୁ ନେଇ ଏହି ଫିଲ୍ମଟି ସେ ସମୟରେ ଲୋକଙ୍କ ମନରେ ବେଶ୍‌ ଆଲୋଡନ ସୃଷ୍ଟି କରିଥିଲା । ତାମିଲ୍‌ ଫିଲ୍ମ ‘ମୁଧଲଭନ୍‌’ର ଏହା ହିନ୍ଦୀ ରିମେକ୍‌ ଥିଲା ।  ଏହି ଫିଲ୍ମର ଦ୍ବିତୀୟ ଭାଗ ନିର୍ମାଣ ହେବାକୁ ନେଇ ଅନୀଲ୍‌ କହିଛନ୍ତି ଯେ ଏହି ଫିଲ୍ମର ପାର୍ଟ ଟୁ ହେବା ନିଶ୍ଚିତ ଭାବେ ଏକ ଉତ୍ତମ ବିଚାର । ତେବେ ଫିଲ୍ମର ଶୁଟିଂ ଓ ଏହାର କାଷ୍ଟ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ । ଅନୀଲ୍‌ ବର୍ତ୍ତମାନ ‘ଟୋଟାଲ୍‌ ଧମାଲ୍‌’ର ପ୍ରମୋଶନ୍‌କୁ ନେଇ ବ୍ୟସ୍ତ ଅଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026
Latest News

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆନ୍ତଃ-ମନ୍ତ୍ରଣାଳୟ ବିବୃତି

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.