Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାବାଳାକଙ୍କୁ 42,500ଟଙ୍କା ଜରିମାନା : ବିନା ହେଲମେଟ୍‌ରେ ରଙ୍ଗ ରୁଟ୍‌ରେ ଚଳାଉଥିଲେ ଗାଡି
ଆଜିର ଖବର

ନାବାଳାକଙ୍କୁ 42,500ଟଙ୍କା ଜରିମାନା : ବିନା ହେଲମେଟ୍‌ରେ ରଙ୍ଗ ରୁଟ୍‌ରେ ଚଳାଉଥିଲେ ଗାଡି

February 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପରିବହନ ବିଭାଗ ପକ୍ଷରୁ ମୋଟର ଯାନ ଆଇନକୁ କଡାକଡି କରାଯାଇଛି । ତଥାପି ଏହାକୁ କିଛି ଲୋକ ମାନୁନଥିବାର ଦେଖାଯାଉଛି । ରଙ୍ଗ ରୁଟ୍‌ରେ ଗାଡି ଚଳାଇବା ନେଇ ଜଣେ ନାବାଳକଙ୍କୁ ମୋଟା ଅଙ୍କର ଜରିମାନା ହୋଇଛି ।  ନାବାଳକ ବାଇକ୍‌ ଚାଳକକୁ 42,500ଟଙ୍କା ଫାଇନ୍‌ । ଭଣ୍ଡାରିପୋଖରୀ କହଁରା ଛକରେ ଧରି ଚାଲାଣ କାଟିଲେ ପରିବହନ କର୍ମଚାରୀ । ହେଲ୍‌ମେଟ୍‌ ନ ପିନ୍ଧି ବାଇକ୍‌ରେ ତିନିଜଣ ବସି ରଂଗ୍‌ ରୁଟ୍‌ରେ ଯାଉଥିବାରୁ ଚାଲାଣ କଟାଯାଇଛି । ମିଳିଥିବା ସୂଚନାରେ ଗତ 6 ତାରିଖ ଦିନ 16 ନମ୍ବର ଜାତୀୟ ରାଜପଥରେ ମୋଟର ସାଇକେଲରେ ତିନିଜଣଙ୍କୁ ବସାଇ ରଙ୍ଗ ରୁଟ୍‌ରେ ନାବାଳକ ଜଣକ ବିନା ହେଲମେଟ୍‌ରେ ଦ୍ରୁତ ଗାଡିରେ ଗାଡି ଚଳାଉଥିଲେ । ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ତିନିଜଣଙ୍କୁ ଟ୍ରାଫିକ୍‌ ପୋଲିସ୍‌ ଅଟକାଇବା ସହିତ କାଗଜପତ୍ର ଯାଞ୍ଚ କରାଯାଇଥିଲା । ସେମାନଙ୍କ ଆଧାର କାର୍ଡରୁ ସେମାନେ ନାବାଳକ ବୋଲି ଜଣାପଡିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026

ଜିଓ-ପିସି ରେ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ଜିଓ ଏଆଇ କ୍ଲାସରୁମ୍

March 12, 2026
Latest News

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.