Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିକୁ ରାମ ମଧ୍ୟ ବଞ୍ଚେଇ ପାରିବେ ନାହିଁ : ସଞ୍ଜୟ ସିଂ
ଆଜିର ଖବର

ବିଜେପିକୁ ରାମ ମଧ୍ୟ ବଞ୍ଚେଇ ପାରିବେ ନାହିଁ : ସଞ୍ଜୟ ସିଂ

February 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଳୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେପି ଏବଂ ଆପକ୍‌ ନେତା ପରସ୍ପର ବିରୋଧରେ ମତ ଦେଇଛନ୍ତି । ଦିଲ୍ଲୀରେ ବିଜେପିକୁ ଭଗବାନ ରାମ ମଧ୍ୟ ବଞ୍ଚାଇ ପାରିବେ ନାହିଁ ବୋଲି ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ପ୍ରକାଶ କରିଛନ୍ତି । ଶନିବାର ସକାଳୁ ପ୍ରଥମେ ମନୋଜ ତିଓ୍ବାରୀ କେଜ୍ରିଓ୍ବାଲଙ୍କୁ ଆକ୍ରମଣ କରିବା ପରେ ସଞ୍ଜୟ ସିଂ ଏହି ମତ ଦେଇଛନ୍ତି । ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଅସ୍ପୃଶ୍ୟ ବୋଲି ଅଭିହିତ କରିବା ଏକ ଭୁଲ୍‌ ଜିନିଷ ବୋଲି ସିଂ କହିଛନ୍ତି । ଏହାଠାରୁ ଅଧିକ ତଳସ୍ତରର ରାଜନୀତି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ସଞ୍ଜୟ ସିଂ କହିଛନ୍ତି । (ଏଜେନ୍ସି)

BJP kejriwal ram sanjaysingh
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ବିଦ୍ରୋହୀଙ୍କ ଭୟ କ’ଣ?: ବାଚସ୍ପତିଙ୍କୁ ମାଗିଥିଲେ ଦୁଇ ସପ୍ତାହ ସମୟ

October 8, 2026

ବାପାଙ୍କ ସମ୍ପତ୍ତିରେ ଝିଅର ଜନ୍ମଗତ ଅଧିକାର ଅଛି କି? ହାଇକୋର୍ଟ ରାୟ ପରେ ଜାଣନ୍ତୁ ସମ୍ପୂର୍ଣ୍ଣ ଆଇନ

October 8, 2026

IPL-୨୦୨୭ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଝଟକା: ଦଳ ଛାଡିଲେ ଦୁଇ ଅଭିଜ୍ଞ ଖେଳାଳି

October 8, 2026

ରାତି ୨:୩୦ ରେ ବନ୍ଧୁଙ୍କୁ ଯନ୍ତ୍ରଣାଦାୟକ ବାର୍ତ୍ତା ପଠାଇଥିଲେ ନାନା ପାଟେକର: ଜାଣନ୍ତୁ କିପରି ହେଲା ମୃତ୍ୟୁ?

October 8, 2026
Latest News

ଟିଏମସି ବିଦ୍ରୋହୀଙ୍କ ଭୟ କ’ଣ?: ବାଚସ୍ପତିଙ୍କୁ ମାଗିଥିଲେ ଦୁଇ ସପ୍ତାହ ସମୟ

October 8, 2026

ରାଜଧାନୀରୁ ଜିଲ୍ଲା: ‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

October 8, 2026

ବାପାଙ୍କ ସମ୍ପତ୍ତିରେ ଝିଅର ଜନ୍ମଗତ ଅଧିକାର ଅଛି କି? ହାଇକୋର୍ଟ ରାୟ ପରେ ଜାଣନ୍ତୁ ସମ୍ପୂର୍ଣ୍ଣ ଆଇନ

October 8, 2026

IPL-୨୦୨୭ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଝଟକା: ଦଳ ଛାଡିଲେ ଦୁଇ ଅଭିଜ୍ଞ ଖେଳାଳି

October 8, 2026

ସାଉଦି ବିମାନବନ୍ଦର ଉପରେ ହୁତିଙ୍କ କ୍ଷେପଣାସ୍ତ୍ର ଆକ୍ରମଣ: ୩ ମୃତ, ୩୬ ଆହତ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.