Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରଏସ୍‌ଏସ୍‌ ସହ ଜଡିତ ବିଦ୍ୟାଳୟଗୁଡ଼ିକରେ ବୃଦ୍ଧି ପାଉଛି ମୁସଲମାନ ଛାତ୍ରଙ୍କ ସଂଖ୍ୟା
ଆଜିର ଖବର

ଆରଏସ୍‌ଏସ୍‌ ସହ ଜଡିତ ବିଦ୍ୟାଳୟଗୁଡ଼ିକରେ ବୃଦ୍ଧି ପାଉଛି ମୁସଲମାନ ଛାତ୍ରଙ୍କ ସଂଖ୍ୟା

February 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟତଃ କଠୋର ହିନ୍ଦୁବାଦୀ ବୋଲି ଜଣାଯାଇଥା’ନ୍ତି ଏପରିକି ସେମାନେ ମୁସଲମାନଙ୍କୁ ବିରୋଧ କରିଥାନ୍ତି ବୋଲି ସାଧାରଣରେ ଆମର ଏକ ଚିନ୍ତାଧାରା ରହିଆସିଛି। କିନ୍ତୁ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶଠାରେ। ମିଳିଥିବା ସୂଚନା ଅନୁସାରେ ସଂଘ ପରିବାର ସହ ଜଡିତ ଥିବା ବିଦ୍ୟା ଭାରତୀ ଦ୍ବାରା ସଞ୍ଚାଳିତ ବିଦ୍ୟାଳୟଗୁଡ଼ିକରେ ମୁସଲମାନ ଛାତ୍ରଙ୍କ ସଂଖ୍ୟା ବଢିଥିବାର ଦେଖାଯାଇଛି। ବିଗତ ତିନି ବର୍ଷ ଧରି ଏହି ସ୍କୁଲରେ ପ୍ରାୟ ୩୦ ପ୍ରତିଶତ ମୁସଲମାନ ଛାତ୍ରଙ୍କ ବୃଦ୍ଧି ହୋଇଥିବାର ଜଣାଯାଇଛି। ବର୍ତ୍ତମାନ ଉତ୍ତରପ୍ରଦେଶର ଏହି ସ୍କୁଲଗୁଡିକରେ ପ୍ରାୟ ୧୨,୦୦୦ ମୁସଲମାନ ଓ ଈଶାଇ ଛାତ୍ର ଶିକ୍ଷାଗ୍ରହଣ କରୁଛନ୍ତି। ଏତଦ୍‌ବ୍ୟତୀତ ବିଦ୍ୟାଭାରତୀରେ ମୁସଲମାନ ଶିକ୍ଷକମାନେ ମଧ୍ୟ ଭର୍ତ୍ତି ହେଉଛନ୍ତି।

ବିଦ୍ୟାଭାରତୀର ଏହି ବିଦ୍ୟାଳୟଗୁଡ଼ିକରେ ମୁସଲିମ୍‌ ଛାତ୍ରମାନେ ଶ୍ଲୋକ ସହ ମନ୍ତ୍ର ପାଠ ମଧ୍ୟ କରୁଛନ୍ତି। କେବଳ ପାଠ ନୁହେଁ ଖେଳରେ ମଧ୍ୟ ବେଶ୍‌ ଭଲ ପ୍ରଦର୍ଶନ କରୁଛନ୍ତି ଏହି ବିଦ୍ୟାଳୟର ଛାତ୍ରମାନେ। ନିକଟରେ ପ୍ରୟାଗରାଜ ସ୍ଥିତ ଦେବୀ ସରସ୍ବତୀ ବିଦ୍ୟା ମନ୍ଦିର ଇଣ୍ଟର କଲେଜର ଛାତ୍ର ମୋହମ୍ମଦ ଅଫସର୍‌ ଓ ମୋହମ୍ମଦ ସୁହବାନ୍‌ ଗୌହ୍ବାଟୀ ଖେଲୋ ଇଣ୍ଡିଆ ୟୁଥ୍‌ ଗେମସ୍‌ରେ ହ୍ରେମର୍‌ ଥ୍ରୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ବର୍ଣ୍ଣପଦକ ବିଜେତା ହୋଇଛନ୍ତି। ବିଦ୍ୟାଭାରତୀର ଅତିରିକ୍ତ ସଚିବ ଚିନ୍ତାମଣିଙ୍କ କହିବାନୁସାରେ ୨୦୧୬ରେ ବିଦ୍ୟାଭାରତୀ ବିଦ୍ୟାଳୟଗୁଡ଼ିକରେ ମୁସଲିମ୍‌ ଛାତ୍ରଙ୍କ ସଂଖ୍ୟା ୬,୮୯୦ ରହିଥିବାବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୯,୦୩୭ରେ ପହଞ୍ଚିଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦ୍‌ଘାଟିତ

January 19, 2026

ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ସମାଲୋଚନା କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

January 19, 2026

ଭାରତ-ୟୁଏଇ ମଧ୍ୟରେ ରଣନୈତିକ ପ୍ରତିରକ୍ଷା, ଶକ୍ତି ଏବଂ ମହାକାଶ କ୍ଷେତ୍ରରେ ଏମ୍ଓୟୁ ସ୍ଵାକ୍ଷର

January 19, 2026

ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି

January 19, 2026
Latest News

ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦ୍‌ଘାଟିତ

January 19, 2026

ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ସମାଲୋଚନା କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

January 19, 2026

ଭାରତ-ୟୁଏଇ ମଧ୍ୟରେ ରଣନୈତିକ ପ୍ରତିରକ୍ଷା, ଶକ୍ତି ଏବଂ ମହାକାଶ କ୍ଷେତ୍ରରେ ଏମ୍ଓୟୁ ସ୍ଵାକ୍ଷର

January 19, 2026

ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି

January 19, 2026

ବିଜେପି ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବିରୋଧ ନିର୍ବାଚିତ ହେଲେ ନୀତିନ ନବୀନ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.