ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ମୟୁରଭଞ୍ଜ ଦୁଧିଆଣି ରେଞ୍ଜରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଜନୈକ ବନ କର୍ମଚାରୀଙ୍କ ମାଡରେ ଜଣେ ଗର୍ଭବତୀ ମହିଳାଙ୍କ ହାତ ଭାଙ୍ଗିଛି । ମହିଳା ଜଣକ କାଠ ଚୋରି କରିଥିବା ଅଭିଯୋଗରେ ଫରେଷ୍ଟର ଜଣକ ମାଡ ମାରିଥିବା କହିଛନ୍ତି । ଏହି ଘଟଣା ପରେ ଫରେଷ୍ଟର କବିତା ବେହେରାଙ୍କ ନିଲମ୍ବନ ଦାବିରେ ରାସ୍ତାରୋକ କରାଯାଇଛି ।
Tags: forester, pregnantwomen