ଫରେଷ୍ଟରଙ୍କ ମାଡରେ ଗର୍ଭବତୀଙ୍କ ହାତ ଭାଙ୍ଗିଲା

Published: Feb 21, 2020, 4:20 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ମୟୁରଭଞ୍ଜ ଦୁଧିଆଣି ରେଞ୍ଜରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଜନୈକ ବନ କର୍ମଚାରୀଙ୍କ ମାଡରେ ଜଣେ ଗର୍ଭବତୀ ମହିଳାଙ୍କ ହାତ ଭାଙ୍ଗିଛି । ମହିଳା ଜଣକ କାଠ ଚୋରି କରିଥିବା ଅଭିଯୋଗରେ ଫରେଷ୍ଟର ଜଣକ ମାଡ ମାରିଥିବା କହିଛନ୍ତି । ଏହି ଘଟଣା ପରେ ଫରେଷ୍ଟର କବିତା ବେହେରାଙ୍କ ନିଲମ୍ବନ ଦାବିରେ ରାସ୍ତାରୋକ କରାଯାଇଛି ।

Related posts