Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଣନ୍ତୁ କେଉଁ ସହରରେ ଠାବ ହେଲା ଭାରତର ସର୍ବବୃହତ ସୁନାଖଣି ?
ଆଜିର ଖବର

ଜାଣନ୍ତୁ କେଉଁ ସହରରେ ଠାବ ହେଲା ଭାରତର ସର୍ବବୃହତ ସୁନାଖଣି ?

February 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ : ଭାରତରେ ଗଚ୍ଛିତ ସୁନାର ପରିମାଣ ବିଶ୍ବର ଷଷ୍ଠ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ଭାରତରେ ଏକ ନୂତନ ସୁନାଖଣି ଠାବ କରାଯାଇଛି । ସମଗ୍ର ଭାରତରେ 626 ଟନ୍‌ର ସୁନା ମହଜୁଦ ରହିଥିବା ବେଳେ ଉତ୍ତର ପ୍ରଦେଶର ସୋନଭଦ୍ରାରୁ ଠାବ କରାଯାଇଥିବା ନୂତନ ସୁନାଖଣିରୁ 3600 ଟନ୍‌ ସୁନା ରହିଥିବା ଜଣାପଡିଛି । ଉତ୍ତରପ୍ରଦେଶର ପ୍ରତ୍ନତାତ୍ତ୍ବିକ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇଟି ସୁନାଖଣିରେ ଏହି ସୁନା ରହିଛି । ନକ୍ସଲ୍‌ ପ୍ରପୀଡିତ ସୋନଭଦ୍ରାର ସୋନ୍‌ପାହାଡି ଖଣିରୁ 2943.26 ଟନ୍‌ ସୁନା ରହିଥିବା ନେଇ ସୂଚନା ମିଳିଥିବା ବେଳେ ହର୍ଦ୍ଦିରେ ରହିଥିବା ଖଣିରେ 646.15 ଟନ୍‌ ସୁନା ରହିଛି । ଏହି ମହଜୁଦ ସୁନାର ପରିମାଣ 12 ଲକ୍ଷ କୋଟି ଟଙ୍କା ବୋଲି ଜଣାପଡିଛି । (ଏଜେନ୍ସି)

UttarPradesh
Share. Facebook Twitter LinkedIn Email WhatsApp Copy Link

Related Posts

“ନିର୍ଦ୍ଦେଶ କାହାର ଥିଲା?”: ଫର୍ମ-୬ ଉପରେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ

October 1, 2026

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ୫ରୁ ଅଧିକ ଆକ୍ରାନ୍ତ

October 1, 2026

କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ

October 1, 2026

ଧାରୁଆ ଅସ୍ତ୍ରରେ ଗଳା କାଟି ଯୁବତୀଙ୍କ ଆତ୍ମହତ୍ୟା

October 1, 2026
Latest News

“ନିର୍ଦ୍ଦେଶ କାହାର ଥିଲା?”: ଫର୍ମ-୬ ଉପରେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କଲେ ରାହୁଲ ଗାନ୍ଧୀ

October 1, 2026

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ୫ରୁ ଅଧିକ ଆକ୍ରାନ୍ତ

October 1, 2026

କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ

October 1, 2026

ଧାରୁଆ ଅସ୍ତ୍ରରେ ଗଳା କାଟି ଯୁବତୀଙ୍କ ଆତ୍ମହତ୍ୟା

October 1, 2026

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ଥରିଲା ହିନ୍ଦୁକୁଶ, ଲୋକେ ଭୟଭୀତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.