Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୃକ୍ଷରୋପଣରେ ଅନିୟମିତତା ସହ ଅର୍ଥ ହଡପ ସନ୍ଦେହ !
ଆଜିର ଖବର

ବୃକ୍ଷରୋପଣରେ ଅନିୟମିତତା ସହ ଅର୍ଥ ହଡପ ସନ୍ଦେହ !

February 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କୃଷ୍ଣଚନ୍ଦ୍ର ସୁଆଁସିଆ
ଶେରଗଡ଼ : ବୃକ୍ଷ ହିଁ ଜୀବନ। ସବୁଜ ବଳୟ ସୃଷ୍ଟି କରି ପରିବେଶ ସନ୍ତୁଳନ ରକ୍ଷା କରିବାକୁ ସରକାରୀ ସ୍ତରରୁ ଆରମ୍ଭ କରି ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ କରିବା ପରିଲକ୍ଷିତ ହୋଇଥାଏ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ସରକାରୀ ତଥ୍ୟରେ ବୃକ୍ଷରୋପଣ ପାଇଁ ଗ୍ରାମପଞ୍ଚାୟତର ପୁନାନ୍ଦ ପ୍ରାଥମିକ ବିଦ୍ୟାଳୟ, ଗୋଠଗାଁ ବଡ ବନ୍ଧ ହିଡ, ଗୋଠଗାଁ ହାଇସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଆଦି ସ୍ଥାନରେ ପାଖାପାଖି ୧୫୮୪ଟି ବୃକ୍ଷରୋପଣ ହେବା ପ୍ରକାଶ ପାଇଛି। ସୂଚନା ମୁତାବକ ହାଇସ୍କୁଲରେ କିଛି ଯୁବଗୋଷ୍ଠୀ ପଞ୍ଚାୟତ ଅଫିସ ଯୋଗାଯୋଗ କରି ବୃକ୍ଷରୋପଣ କରିଥିବା ବେଳେ ସମସ୍ତ ଚାରୋଟି ସ୍ଥାନରେ ସ୍ବଳ୍ପ ବୃକ୍ଷରୋପଣ କରିବା ପରିଲକ୍ଷିତ ହୋଇଛି। ତାସହିତ ବୃକ୍ଷରୋପଣ କରାଯାଇଥିବା ବୃକ୍ଷର ଯତ୍ନ ନନେବା ଫଳରେ ତାହା କିଛି ଦିନର ବ୍ୟବଧାନ ପରେ ନଷ୍ଟ ହୋଇଯିବା ବୃକ୍ଷରୋପଣର ବାସ୍ତବ ଆନ୍ତରିକତା କେତେ ରହିଛି ତାହା ସଠିକ୍ ଅନୁମେୟ ହେଉଛି। ସରକାରଙ୍କ ତରଫରୁ ହଜାର ହଜାର ଟଙ୍କା ବୃକ୍ଷରୋପଣ ପାଇଁ ଆସୁଥିବା ସମୟରେ ବାଟମାରଣା ହେବା ଚିନ୍ତାଜନକ ବିଷୟ ପାଲଟିଛି।

ଏଭଳି ଘଟଣା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୃକ୍ଷରୋପଣ କ୍ଷେତ୍ରରେ ଘଟୁଥିବା ଏଭଳି ଅନିୟମିତତାକୁ ରୋକିବାକୁ ସାଧାରଣରେ ଦାବି ଜୋର ଧରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ମଧୁମେହ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

May 4, 2026
Latest News

ଆଜି ମଙ୍ଗଳବାର ମେ ୫ ତାରିଖରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ମାଲେମାଲ୍

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.