Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ଭୟା ଗଣଦୁଷ୍କର୍ମ ମାମଲା : ପୁଣି ଘୁଞ୍ଚିଲା ଫାଶୀ
ଆଜିର ଖବର

ନିର୍ଭୟା ଗଣଦୁଷ୍କର୍ମ ମାମଲା : ପୁଣି ଘୁଞ୍ଚିଲା ଫାଶୀ

March 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣି ନ୍ୟାୟ ବିଳମ୍ବିତ ହୋଇଛି । ଆସନ୍ତାକାଲି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହେବାର ଥିବା ବେଳେ କୋର୍ଟଙ୍କ ପକ୍ଷରୁ ଆଜି ଏହା ଉପରେ ରୋକ୍‌ ଲଗାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇଛନ୍ତି । ପଓ୍ବନ୍‌ କୁମାର ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିବାରୁ କୋର୍ଟଙ୍କ ପକ୍ଷରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଯାଇଛି । ସୋମବାର ପଓ୍ବନ୍‌ ଗୁପ୍ତା ପକ୍ଷରୁ ରାଜକ୍ଷମା ଆବେଦନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ନିୟମ ଅନୁସାରେ ରାଜକ୍ଷମା ଖାରଜ ହେବାର 14 ଦିନ ପରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇପାରିବ । (ଏଜେନ୍ସି)

nirbhaya supremecourt
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ବୀର ବାଳ ଦିବସ: ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର’ ପ୍ରଦାନ କରିବେ ରାଷ୍ଟ୍ରପତି

December 25, 2025

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ନମିଳିବା ନେଇ ଶଶି ଥରୁର କ୍ଷୁବ୍ଧ: ବିସିସିଆଇ କୁ କଲେ ପ୍ରଶ୍ନ

December 25, 2025

ଜାନୁଆରୀ ୧ରୁ ପରିବର୍ତ୍ତନ ହେବ ଏହି ସବୁ ନିୟମ!: ଜାଣିବା ଜରୁରୀ

December 25, 2025

ପାକିସ୍ତାନକୁ କେତେ J-10C ଲଢ଼ୁଆ ବିମାନ ଯୋଗାଇଲା ଚୀନ?: ଆମେରିକା ରିପୋର୍ଟରେ ହେଲା ସ୍ପଷ୍ଟ

December 25, 2025
Latest News

ଆସନ୍ତାକାଲି ବୀର ବାଳ ଦିବସ: ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର’ ପ୍ରଦାନ କରିବେ ରାଷ୍ଟ୍ରପତି

December 25, 2025

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ନମିଳିବା ନେଇ ଶଶି ଥରୁର କ୍ଷୁବ୍ଧ: ବିସିସିଆଇ କୁ କଲେ ପ୍ରଶ୍ନ

December 25, 2025

ଜାନୁଆରୀ ୧ରୁ ପରିବର୍ତ୍ତନ ହେବ ଏହି ସବୁ ନିୟମ!: ଜାଣିବା ଜରୁରୀ

December 25, 2025

ପାକିସ୍ତାନକୁ କେତେ J-10C ଲଢ଼ୁଆ ବିମାନ ଯୋଗାଇଲା ଚୀନ?: ଆମେରିକା ରିପୋର୍ଟରେ ହେଲା ସ୍ପଷ୍ଟ

December 25, 2025

ଜାନୁଆରୀ ୧ ରୁ ପୁଣି ଥରେ କିମ୍ବର୍ଲି ପ୍ରକ୍ରିୟାର ଅଧ୍ୟକ୍ଷତା କରିବ ଭାରତ

December 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.