Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଷୀଙ୍କୁ ଉଦ୍ଧବ ସରକାରଙ୍କ ଉପହାର : ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ ପାଇଁ ଘୋଷଣା
ଆଜିର ଖବର

ଚାଷୀଙ୍କୁ ଉଦ୍ଧବ ସରକାରଙ୍କ ଉପହାର : ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ ପାଇଁ ଘୋଷଣା

March 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାରେ ମହାବିକାଶ ଅଘାଡି ସରକାରର ଅର୍ଥମନ୍ତ୍ରୀ ଅଜିତ୍‌ ପାଓ୍ବାର୍‌ ଚଳିତ ସରକାରଙ୍କ ପ୍ରଥମ ବଜେଟ୍‌ ଉପସ୍ଥାପନା କରିଛନ୍ତି। ଏହି ଅବସରରେ ରାଜ୍ୟର 2 ଲକ୍ଷ ଚାଷୀଙ୍କ 2ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରାଯିବା ନେଇ ଘୋଷଣା କରାଯାଇଛି। ଏହି ବଜେଟ୍‌ରେ ନଗର ବିକାଶ ବିଭାଗ ପାଇଁ 6025 କୋଟିର ବ୍ୟୟ ବରାଦ ରହିଥିବାବେଳେ ନୂତନ ମେଡିକାଲ କଲେଜ ନିର୍ମାଣ ଓ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ହେବାର ମଧ୍ୟ ଗୁରୁତ୍ବ ଦିଆଯାଇଛି। ସେହିପରି 1074 ଗ୍ରାମ ପଞ୍ଚାୟତର ନିର୍ମାଣ ପାଇଁ 1 ହଜାର କୋଟିର ବ୍ୟୟ ବରାଦ ରଖାଯାଇଛି। ବିଧାୟକଙ୍କୁ ମିଳୁଥିବା ଏଲଏଡି ଫଣ୍ଡ୍‌କୁ 2 କୋଟିରୁ 3 କୋଟିକୁ ବୃଦ୍ଧି କରାଯାଇଛି।

ରାଜ୍ୟର 80 ପ୍ରତିଶତ ଲୋକଙ୍କୁ ରୋଜଗାର ଦେବା ପାଇଁ ସରକାର ଆଇନ ପ୍ରଣୟନ କରିବେ ବୋଲି ଘୋଷଣା କରାଯାଇଛି। ସେହିପରି ମୁମ୍ବାଇ – ଗୋଆ ହାଇଓ୍ବେ ପାଇଁ ଭୂମି ଅଧିଗ୍ରହଣ ପାଇଁ 1200 କୋଟିର ବ୍ୟୟ ବରାଦ ରଖାଯାଇଛି। ଶକ୍ତି କ୍ଷେତ୍ରର ବିକାଶ ପାଇଁ 8 ହଜାର କୋଟିଟଙ୍କାର ନିବେଶ କରାଯିବ ବୋଲି ବରାଦ ରହିଛି। ସେହିପରି ନଭୀ ମୁମ୍ବାଇଠାରେ ମହାରାଷ୍ଟ୍ର ଭବନ ନିର୍ମାଣ କରାଯିବ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଶିକ୍ଷା ପାଇଁ 6ହଜାର କୋଟିର ବ୍ୟୟ ବରାଦ ରହିଥିବାବେଳେ ପୁଣେର ଅନ୍ତରାଷ୍ଟ୍ରୀୟ ସ୍ପୋର୍ଟସ୍‌ ୟୁନିଭରସିଟି ନିର୍ମାଣ କରାଯିବାର ଘୋଷଣା କରାଯାଇଛି। ପାଓ୍ବାର ତାଙ୍କ ବଜେଟ୍‌ ଭାଷଣରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମହିଳା ପୋଲିସ୍‌ ଥାନା ସ୍ଥାପନ କରାଯିବ ବୋଲି କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୧ରୁ ପରିବର୍ତ୍ତନ ହେବ ଏହି ସବୁ ନିୟମ!: ଜାଣିବା ଜରୁରୀ

December 25, 2025

ପାକିସ୍ତାନକୁ କେତେ J-10C ଲଢ଼ୁଆ ବିମାନ ଯୋଗାଇଲା ଚୀନ?: ଆମେରିକା ରିପୋର୍ଟରେ ହେଲା ସ୍ପଷ୍ଟ

December 25, 2025

ଜାନୁଆରୀ ୧ ରୁ ପୁଣି ଥରେ କିମ୍ବର୍ଲି ପ୍ରକ୍ରିୟାର ଅଧ୍ୟକ୍ଷତା କରିବ ଭାରତ

December 25, 2025

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, ଥାନା ଅଧିକାରୀ ନିଲମ୍ବିତ

December 25, 2025
Latest News

ଜାନୁଆରୀ ୧ରୁ ପରିବର୍ତ୍ତନ ହେବ ଏହି ସବୁ ନିୟମ!: ଜାଣିବା ଜରୁରୀ

December 25, 2025

ପାକିସ୍ତାନକୁ କେତେ J-10C ଲଢ଼ୁଆ ବିମାନ ଯୋଗାଇଲା ଚୀନ?: ଆମେରିକା ରିପୋର୍ଟରେ ହେଲା ସ୍ପଷ୍ଟ

December 25, 2025

ଜାନୁଆରୀ ୧ ରୁ ପୁଣି ଥରେ କିମ୍ବର୍ଲି ପ୍ରକ୍ରିୟାର ଅଧ୍ୟକ୍ଷତା କରିବ ଭାରତ

December 25, 2025

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, ଥାନା ଅଧିକାରୀ ନିଲମ୍ବିତ

December 25, 2025

କର୍ଣ୍ଣାଟକ ପୌର ନିର୍ବାଚନରେ ବିଜେପି ର ବିଜୟ: କଂଗ୍ରେସ ଉପରେ କଟାକ୍ଷ କଲେ ପ୍ରହଲ୍ଲାଦ ଜୋଶୀ

December 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.