Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତିସଂଘର ସ୍ଥାୟୀ ପ୍ରତିନିଧୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ସୁଷମା
ଆଜିର ଖବର

ଜାତିସଂଘର ସ୍ଥାୟୀ ପ୍ରତିନିଧୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ସୁଷମା

February 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Sushma meets Permanent Representatives of various countries at UN
Sushma meets Permanent Representatives of various countries at UN

ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ବିଭିନ୍ନ ଦେଶର ପ୍ରତିନିଧି ଥିବା ଜାତିସଂଘର ଏକ ସ୍ଥାୟୀ ସଦସ୍ୟ ଦଳକୁ  ସାକ୍ଷାତ କରିଛନ୍ତି  । ବୈଦେଶିକ ମୁଖପାତ୍ର ରାବିଶ କୁମାର ଟ୍ବିଟ କରି କହିଛନ୍ତି ଯେ ଭରତ ଗସ୍ତ ରେ ଆସୁଥିବା ଜାତିସଂଘର ସ୍ଥାୟୀ ସଦସ୍ୟ ରାଷ୍ଟ୍ରମାନଙ୍କର ଏକ ଦଳକୁ ସୁଷମା ସ୍ଵରାଜ ସ୍ଵାଗତ କରିଛନ୍ତି ଏବଂ ସାମୁହିକ ସ୍ଵାର୍ଥ ପାଇଁ ଏକ ସାଙ୍ଗରେ ଆସିବାକୁ ଆହ୍ଵାନ କରିଛନ୍ତି । କଥୋପୋକଥନ ବେଳେ ସୁଷମା ସ୍ଵରାଜ ଅନ୍ତର୍ଜାତିକ ସହଭାଗିତାକୁ ସୁଦୃଢ କରିବା ଏବଂ ଆଞ୍ଚଳିକ ସମସ୍ୟାକୁ ସମାଧାନ କରିବା ସହ ଜାତିସଂଘର ସୁରକ୍ଷା ପରିଷଦକୁ ପୁନର୍ଗଠନକୁ ନେଇ ନିଜ ମତ ରଖିଥିଲେ ।

odishanews thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଭାରୋତ୍ତୋଳନ: ୫୮ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ଆମେଠିର ସୁନିତା ବର୍ମା

September 22, 2026

ପବନ-ପାଣିକୁ ଦେଖି ସତର୍କ ଚାଳକ: ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

September 22, 2026

ଟ୍ରକ୍‌କୁ ପଛରୁ ପିଟିଲା ବ୍ୟାଣ୍ଡପାର୍ଟି ଗାଡ଼ି, ଜଣେ ମୃତ, ୭ ଗୁରୁତର

September 22, 2026

ମୌସୁମୀ ଅଧିବେଶନରେ ଗରମ ହେବ ଓଡ଼ିଶା ରାଜନୀତି: ଜାଣନ୍ତୁ କେଉଁ ପ୍ରସଙ୍ଗ ରହିବ ଫୋକସ୍‌ରେ

September 22, 2026
Latest News

ଭାରୋତ୍ତୋଳନ: ୫୮ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ଆମେଠିର ସୁନିତା ବର୍ମା

September 22, 2026

୧୧ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା: ଜାଣନ୍ତୁ ଭୋଟ୍ କେବେ?

September 22, 2026

ଆଜି ଏସୀୟ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବ ଭାରତ?: ଦେଖନ୍ତୁ ପଦକ ତାଲିକା

September 22, 2026

Smoking Cessation Benefits: ଧୂମପାନ ଛାଡ଼ିବା ପରେ ଫୁସଫୁସ କେବେ ସୁସ୍ଥ ହୁଏ? ଜାଣନ୍ତୁ ବିଶେଷଜ୍ଞଙ୍କ ତଥ୍ୟ

September 22, 2026

୨ ଆସନରେ ଉପନିର୍ବାଚନ: ମମତା ଗୋଷ୍ଠୀଙ୍କ ନୂଆ ଚିହ୍ନ ‘ଫୁଟବଲ୍ ଖେଳାଳି’ ଉନ୍ମୋଚିତ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.