Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନଡିଆରଏଫ୍‌ରେ ସାମିଲ୍‌ ହେବେ ମହିଳା ଯବାନ
ଆଜିର ଖବର

ଏନଡିଆରଏଫ୍‌ରେ ସାମିଲ୍‌ ହେବେ ମହିଳା ଯବାନ

March 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ମହିଳା ଦିବସ ଅବସରରେ ମହିଳାଙ୍କ ଲାଗି ଏକ ବିଶେଷ ଘୋଷଣା କରିଛନ୍ତି ଏନ୍‌ଡିଆରଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ। ଡିଜି ସୂଚନା ଦେଇ କହିଛନ୍ତି ଯେ, ଏଣିକି ଏନଡିଆରଏଫ୍‌ରେ ମହିଳା ଯବାନ ମାନେ ସାମିଲ୍‌ ହେବେ। ମୁଣ୍ଡଳିସ୍ଥିତ ତୃତୀୟ ବାଟାଲିୟନର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ଏନଡିଆରଏଫ୍‌ ଡିଜି ଏହା ଘୋଷଣା କରିଛନ୍ତି। ଖୁବ୍‌ ଶୀଘ୍ର ଏନ୍‌ଡିଆରଏଫ୍‌ରେ ମହିଳା ଯବାନ ନିୟୋଜିତ ହେବେ। ପ୍ରତି ଏନ୍‌ଡିଆରଏଫ୍‌ ବାଟାଲିୟନରେ ଗୋଟିଏ ଲେଖାଏଁ ମହିଳା ୟୁନିଟ୍‌ ରହିବେ।  ପ୍ରତି ୟୁନିଟ୍‌ରେ ପ୍ରାୟ 132 ମହିଳା ଯବାନ ଓ ଅଧିକାରୀ ରହିବେ ବୋଲି ସୂଚନା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀ ଭିଡ଼କୁ ଦୂର କରିବା ପାଇଁ ଅନେକ ଟ୍ରେନରେ ଅତିରିକ୍ତ କୋଚ ସଂଯୋଗ

January 20, 2026

ତହସିଲଦାରଙ୍କ ଉପରେ କୋଟି କୋଟି ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରେଟ୍ ଖଲି: ନିରପେକ୍ଷ ତଦନ୍ତ ଦାବି

January 20, 2026

ଟି-୨୦ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଚେତାବନୀ: ନ୍ୟୁଜିଲାଣ୍ଡ ଅଧିନାୟକ ଦେଲେ ବଡ ବିବୃତ୍ତି

January 20, 2026

ଜିଓମାର୍ଟ ପକ୍ଷରୁ ‘ଗ୍ରାଣ୍ଡ ରିପବ୍ଲିକ୍ ସେଲ୍‌’ ଆରମ୍ଭ: ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି

January 20, 2026
Latest News

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

January 20, 2026

ଯାତ୍ରୀ ଭିଡ଼କୁ ଦୂର କରିବା ପାଇଁ ଅନେକ ଟ୍ରେନରେ ଅତିରିକ୍ତ କୋଚ ସଂଯୋଗ

January 20, 2026

ତହସିଲଦାରଙ୍କ ଉପରେ କୋଟି କୋଟି ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରେଟ୍ ଖଲି: ନିରପେକ୍ଷ ତଦନ୍ତ ଦାବି

January 20, 2026

ଟି-୨୦ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଚେତାବନୀ: ନ୍ୟୁଜିଲାଣ୍ଡ ଅଧିନାୟକ ଦେଲେ ବଡ ବିବୃତ୍ତି

January 20, 2026

ନୀତିନ ନବୀନ ହେଉଛନ୍ତି ମୋର ବସ୍..ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି

January 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.