Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପଦପୂର୍ଣ୍ଣ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର: ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ କୁନି କୁନି ପିଲାଙ୍କ ଜୀବନ
ଆଜିର ଖବର

ବିପଦପୂର୍ଣ୍ଣ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର: ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ କୁନି କୁନି ପିଲାଙ୍କ ଜୀବନ

March 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବବୁଲୁ ସାହୁ

କଳାହାଣ୍ଡି: ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି କଲାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗୋନ୍ତିଆପଡା ଅଙ୍ଗନବାଡି କେନ୍ଦ୍ର। ଏହି କେନ୍ଦ୍ର ସମ୍ମୁଖରେ ମାତ୍ର ୧୦ ମିଟର ଦୂରତାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସଫର୍ମରରୁ ବାହାରିଥିବା ବିଦ୍ୟୁତ ତାର କୁନି କୁନି ପିଲାଙ୍କ ମୁଣ୍ଡ ଉପରେ ରହି ଆହୁରି ବିପଦ ସୃଷ୍ଟି କରୁଛି। କିନ୍ତୁ ଏଥିପ୍ରତି ବିଦ୍ୟୁତ ବିଭାଗର କୌଣସି ଚିନ୍ତା ନାହିଁ। ଏନେଇ ଗ୍ରାମବାସୀଙ୍କ ତରଫରୁ କେନ୍ଦ୍ର ସମ୍ମୁଖରୁ ଟ୍ରାନ୍ସଫର୍ମରକୁ ହଟାଇ ଅନ୍ୟତ୍ର ଖୋଲା ସ୍ଥାନରେ ରଖିବା ପାଇଁ ଦାବୀ କରାଯାଉଛି।

ଉକ୍ତ ଅଙ୍ଗନବାଡି କେନ୍ଦ୍ରର ଚତୁଃପାର୍ଶ୍ଵରେ ପାଚେରୀ ନଥିବାରୁ  କୁନି କୁନି ପିଲାଙ୍କ ଜୀବନ ସହ ପ୍ରଶାସନ ଖେଳୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଯାହା ଫଳରେ ପଢିବାକୁ ଆସୁଥିବା ୩ ରୁ ୫ବର୍ଷ ପିଲାଙ୍କ  ଜୀବନ ପ୍ରତି ବିପଦ ରହୁଥିବାରୁ ଅଭିଭାବକ ପିଲାଙ୍କୁ ଅଙ୍ଗନବାଡି ଛାଡିବାକୁ ଭୟ କରୁଛନ୍ତି। ବିଦ୍ୟୁତ ବିଭାଗ ଏହିପରି ଅନେକ ସଂବେଦନଶୀଳ ଜାଗାକୁ ଅଣଦେଖା କରୁଥିବାରୁ ବିଦ୍ୟୁତ ଆଘାତରେ ରାଜ୍ୟରେ ବହୁ ଧନଜୀବନ ନଷ୍ଟ ହେଉଛି। ତେଣୁ ଉକ୍ତ କେନ୍ଦ୍ରକୁ ବିପଦମୁକ୍ତ କରିବାପାଇଁ ଗ୍ରାମବାସୀ, ସ୍ଥାନୀୟ ବୁଦ୍ଧିଜୀବୀଙ୍କ ତରଫରୁ ବିଦ୍ୟୁତ ବିଭାଗ ଓ ପ୍ରଶାସନକୁ ତୁରନ୍ତ ଦୃଷ୍ଟି ଦେବାପାଇଁ ଦାବୀ ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଷଷ୍ଠ ସାଂସଦ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

June 23, 2026

SHVR ୨୦୨୫-୨୬ ରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା

June 23, 2026

ଭୁବନେଶ୍ୱରରେ ଦୁଇ ଦିନିଆ ‘ସଷ୍ଟେନେବଲ ମାଇନିଂ ସମିଟ୍-୨୦୨୬’ ଆରମ୍ଭ

June 23, 2026

ବିସ୍ତୃତ ରାଶିଫଳ: ଜୁନ ୨୩ରେ ପାଞ୍ଚୋଟି ରାଶିର ଲୋକେ ହେବେ ମାଲାମାଲ୍

June 23, 2026
Latest News

ଷଷ୍ଠ ସାଂସଦ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ ଅପରାଜିତା ଷଡଙ୍ଗୀ

June 23, 2026

SHVR ୨୦୨୫-୨୬ ରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା

June 23, 2026

ଭୁବନେଶ୍ୱରରେ ଦୁଇ ଦିନିଆ ‘ସଷ୍ଟେନେବଲ ମାଇନିଂ ସମିଟ୍-୨୦୨୬’ ଆରମ୍ଭ

June 23, 2026

ବିସ୍ତୃତ ରାଶିଫଳ: ଜୁନ ୨୩ରେ ପାଞ୍ଚୋଟି ରାଶିର ଲୋକେ ହେବେ ମାଲାମାଲ୍

June 23, 2026

ଶସ୍ତା ହେଲା ବିମାନ ଟିକେଟ୍ !

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.