Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାଉଜର ଗରମ ପେଜରେ ଦିଅର ଗୁରୁତର
ଆଜିର ଖବର

ଭାଉଜର ଗରମ ପେଜରେ ଦିଅର ଗୁରୁତର

March 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ:  କୁଜଙ୍ଗ ବ୍ଲକ୍ ଜିଲାନାସୀ ପଂଚାୟତ ଜୟସଂଖପୁର ଗ୍ରାମରେ ଜମି ବାଡିକୁ ନେଇ ଦୁଇ ଭାଇଙ୍କ ଭିତରେ ଗଣ୍ଡଗୋଳ ଘଟି ଗୁରୁତର ଆହତ ହୋଇ ତଳେ ପଡିଥିବା ଦିଅର ଉପରେ ରାଗତମ ତମ ଭାଉଜ ଗରମ ପେଜରେ ଆକ୍ରମଣ କରିବା ପରି ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡିକୁ ନେଇ ଚାଲିଥିବା ବିବାଦରେ ଶେଷରେ ଉଗ୍ର ରୂପ ନେବା ସହ ନେଇ ଗରମ ପେଜରେ ଦିଅର ଗୁରୁତର ହୋଇ କଟକରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ଘଟଣାର ପ୍ରକାଶ ଯେ, ଜିଲାନୀସୀ ପଂଚାୟତ ଜୟସଂଖପୁର ଗ୍ରାମରେ ଜଗମୋହନ ବେହେରା ଓ ବଳରାମ ବେହେରାଙ୍କ ମଧ୍ୟରେ ଜମି ଜମା ବିବାଦକୁ ନେଇ ବିବାଦ ଲାଗିରହିଥିଲା। ଗତକାଲି ଦୁଇ ଭାଇଙ୍କ ମଧ୍ୟରେ ଝଗଡା ଆରମ୍ଭ  ହୋଇଥିଲା । ଜଗମୋହନର ପତ୍ନୀ ସଂଗୀତା ବେହେରାକୁ ଦେଢସୁର ବଳରାମ ଗାଳି ଗୁଲଜ ସହ ଅସଦ୍ ବ୍ୟବହାର ପ୍ରଦର୍ଶନ କରୁଥିବା ବେଳେ  ସମୟରେ ସାନ ଭାଇ ଜଗମୋହନ ଏହାର ତୀବ୍ର ବିରୋଧ କରିଥିଲେ। ଏହି ସମୟରେ ଜଗମୋହନ ପ୍ରତିବାଦ କରିବାରୁ ବଳରାମର ଠେଙ୍ଗାରେ ଶକ୍ତ ପ୍ରହାର ଦେଇଥିଲେ । ଏହି ପ୍ରହାର ଯୋଗୁଁ ଦେବାର ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଜଗମୋହନ ଗୁରୁତର ଭାବେ ତଳେ ପଡି ଯିବାରୁ ବଳରାମର ପତ୍ନୀ ଜ୍ୟୋସ୍ନା ବେହେରା କଡେଇରେ ଗରମ ପେଜ ଆଣି ଗୁରୁତର ଭାବେ ପଡିଥିବା ଜଗମୋହନଙ୍କ ପିଠିରେ ଢାଳି ଦେଇଥିଲା । ଫଳରେ ଗରମ ପେଜରେ ଗୁରୁତର ଭାବେ ଆହତ ଜଗନମୋହନଙ୍କୁ ପ୍ରଥମେ କୁଜଙ୍ଗ ଓ ପରେ କଟକ ନିଆଯାଇଥିଲା । କୁଜଙ୍ଗ ଥାନାରେ ପରସ୍ପରଙ୍କ ଅଭିଯୋଗ ଆଧାରରେ ୯୦/୨୦ ଏବଂ ୯୧/୨୦ ଦୁଇଟି ମାମଲା ବିଭିନ୍ନ ଧାରାରେ ରୁଜୁ କରାଯାଇଥିବା ବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନଥିବା କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ

August 27, 2026

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତିଙ୍କ ଗଭୀର ଶୋକବ୍ୟକ୍ତ

August 27, 2026

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026
Latest News

ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ

August 27, 2026

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତିଙ୍କ ଗଭୀର ଶୋକବ୍ୟକ୍ତ

August 27, 2026

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.