Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ-୧୯ ସହ ଜଡ଼ିତ ରପ୍ତାନି ଓ ଆମଦାନୀ ମାମଲା ପାଇଁ ହେଲ୍ପଡେସ୍କ ସୁବିଧା ଆରମ୍ଭ କଲା ଡିଜିଏଫଟି
ଆଜିର ଖବର

କୋଭିଡ-୧୯ ସହ ଜଡ଼ିତ ରପ୍ତାନି ଓ ଆମଦାନୀ ମାମଲା ପାଇଁ ହେଲ୍ପଡେସ୍କ ସୁବିଧା ଆରମ୍ଭ କଲା ଡିଜିଏଫଟି

March 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ବାଣିଜ୍ୟ ବିଭାଗର ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ କୋଭିଡ-୧୯ ସଂକ୍ରାନ୍ତ ଯେକୌଣସି ପ୍ରକାର ଆମଦାନୀ କିମ୍ବା ରପ୍ତାନି ସଂକ୍ରାନ୍ତ ମାମଲାରେ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ହେଲ୍ପଡେସ୍କ କାର‌୍ୟ୍ୟକ୍ଷମ କରାଯାଇଛି । ରପ୍ତାନି କିମ୍ବା ଆମଦାନୀକାରୀମାନେ ନିମ୍ନୋକ୍ତ ଯେକୌଣସି ଚ୍ୟାନେଲ ଜରିଆରେ ସିଧାସଳଖ ନିଜ ମାମଲା ସହ ଜଡ଼ିତ ସୂଚନା ପାଇପାରିବେ:-:

website-http://rla.dgft.gov.in:8100/CRS_NEW/

Toll Free Number-1800-111-550

ଟୋଲ ଫ୍ରି ନଂ : ୧୮୦୦-୧୧୧-୫୫୦

coronaoutbreak
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ସୀମାରୁ ୫ କୋଟିର ହେରୋଇନ୍ ଜବତ

March 1, 2026

ପାକିସ୍ତାନ ପରେ ଇରାନରେ ବିଫଳ ହେଲା ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀ: କ୍ଷତିଗ୍ରସ୍ତ ହେଲା ଅନେକ ସହର

March 1, 2026

ଇରାନରୁ କଣ କିଣୁଛି ଭାରତ?: ଯୁଦ୍ଧ ହେଲେ କେଉଁ ଜିନିଷର ମୂଲ୍ୟ ବୃଦ୍ଧି ପାଇବ?

March 1, 2026

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା CBSE: ଆସନ୍ତାକାଲି ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ

March 1, 2026
Latest News

ପାକିସ୍ତାନ ସୀମାରୁ ୫ କୋଟିର ହେରୋଇନ୍ ଜବତ

March 1, 2026

ପାକିସ୍ତାନ ପରେ ଇରାନରେ ବିଫଳ ହେଲା ଚୀନର ବାୟୁ ପ୍ରତିରକ୍ଷା ପ୍ରଣାଳୀ: କ୍ଷତିଗ୍ରସ୍ତ ହେଲା ଅନେକ ସହର

March 1, 2026

ଇରାନରୁ କଣ କିଣୁଛି ଭାରତ?: ଯୁଦ୍ଧ ହେଲେ କେଉଁ ଜିନିଷର ମୂଲ୍ୟ ବୃଦ୍ଧି ପାଇବ?

March 1, 2026

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା CBSE: ଆସନ୍ତାକାଲି ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ

March 1, 2026

୯୦ ଲକ୍ଷ ଭାରତୀୟଙ୍କୁ ସୁରକ୍ଷା ଦେବାର ଚ୍ୟାଲେଞ୍ଜ: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ JNU ପ୍ରଫେସରଙ୍କ ବିବୃତ୍ତି

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.