Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନାରେ ବାଘୁଣୀ ସଂକ୍ରମିତ ଖବର ମିଳିବା ପରେ ନନ୍ଦନକାନନରେ ନିଆଯାଉଛି ସତର୍କ ପଦକ୍ଷେପ
ଆଜିର ଖବର

କରୋନାରେ ବାଘୁଣୀ ସଂକ୍ରମିତ ଖବର ମିଳିବା ପରେ ନନ୍ଦନକାନନରେ ନିଆଯାଉଛି ସତର୍କ ପଦକ୍ଷେପ

April 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ନ୍ୟୁୟର୍କରେ ବାଘୁଣୀ କରୋନାରେ ସଂକ୍ରମିତ ହେବାର ଖବର ଜଣାପଡିବା ପରେ  ଭୁବନେଶ୍ବର ସ୍ଥିତ ନନ୍ଦନକାନନରେ ସତର୍କ ପଦକ୍ଷେପ ନିଆଯାଇଛି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି। ପଶୁଙ୍କଠାରୁ ପଶୁଙ୍କୁ କରେନା ବ୍ୟାପେନି, ମଣିଷଠାରୁ ଏହା ବ୍ୟାପିଥିବା ଅନୁମାନ କରାଯାଉଛି । ସେହିପରି କୌଣସି ପ୍ରାଣୀଉଦ୍ୟାନ କର୍ମଚାରୀଙ୍କଠାରୁ ବାଘ ସଂକ୍ରମିତ ହୋଇଥିବାର ଆଶଙ୍କା କରିଛନ୍ତି ନନ୍ଦନକାନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକ । ଏଥିପାଇଁ ନନ୍ଦନକାନରେ ଜୁ କିପରଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଜୁ କିପରଙ୍କୁ ମାସ୍କ, ଗ୍ଲୋଭସ୍‌, ସାନିଟାଇଜର୍‌ ଇତ୍ୟାଦି ଦିଆଯାଇଛି ବୋଲି କହିଛନ୍ତି ପ୍ରାଣୀଉଦ୍ୟାନର ଉପନିର୍ଦ୍ଦେଶକ । ବିଶେଷକରି ମାଂସାଶୀ ପ୍ରାଣୀଙ୍କ ପ୍ରତି ଅଧିକ ସତର୍କ ଦୃଷ୍ଟି ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଜୟନ୍ତ ଦାସ ।

ନନ୍ଦନକାନନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡି ଗଠନ କଲା ନୂଆ ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମ୍, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 3, 2025

ସବୁ ସ୍ଥାନରେ ସତ୍ ଲୋକ ଥାଆନ୍ତି କି ?? କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

October 3, 2025

ଆଜି ଅକ୍ବୋବର ତିନି ତାରିଖ ଶୁକ୍ରବାରରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2025

ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା, ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

October 2, 2025
Latest News

ବିଜେଡି ଗଠନ କଲା ନୂଆ ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମ୍, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 3, 2025

ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ମିଳିଛି ୧,୧୫,୩୫୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ: ଅଶ୍ୱିନୀ ବୈଷ୍ଣବ

October 3, 2025

ସବୁ ସ୍ଥାନରେ ସତ୍ ଲୋକ ଥାଆନ୍ତି କି ?? କଣ କହୁଛନ୍ତି ଆଚାର୍ଯ୍ୟ ଚାଣକ୍ୟ

October 3, 2025

ଆଜି ଅକ୍ବୋବର ତିନି ତାରିଖ ଶୁକ୍ରବାରରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2025

ଏଣିକି ଭାରତ ଓ ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା

October 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.