Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁମ୍ବାଇର ଧାରାବୀ ଅଞ୍ଚଳରୁ ପୁଣି  5ଟି ନୂଆ ସଂକ୍ରମିତ ମାମଲା: ଦୁଇଜଣଙ୍କର ତବଲିଗ୍‌ ଜମାତ ସହ ରହିଛି ସମ୍ପର୍କ
ଆଜିର ଖବର

ମୁମ୍ବାଇର ଧାରାବୀ ଅଞ୍ଚଳରୁ ପୁଣି  5ଟି ନୂଆ ସଂକ୍ରମିତ ମାମଲା: ଦୁଇଜଣଙ୍କର ତବଲିଗ୍‌ ଜମାତ ସହ ରହିଛି ସମ୍ପର୍କ

April 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ମୁମ୍ବାଇର ଧାରାବୀ ବସ୍ତିରେ କରୋନା ଜନିତ ପାଞ୍ଚଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରେ ଦୁଇଜଣ ତବଲିଗ୍‌ ଜମାତ ସହ ସମ୍ପର୍କିତ ରହିଛନ୍ତି ବୋଲି ଜଣାପଡିଛି । ଏ ପର୍ଯ୍ୟନ୍ତ ଧାରାବୀରେ ସର୍ବମୋଟ ମୋଟ 22ଟି ମାମଲା ସାମ୍ନାକୁ ଆସିଛି । ଧାରାବୀ ପରି ଅଞ୍ଚଳରେ କରୋନାର ମାମଲା ଆସିବା ପରେ ଏହା ଚିନ୍ତାର ବିଷୟ ପାଲଟି ଯାଇଛି । ଏବେ ଏହି ଅଞ୍ଚଳର ସମସ୍ତଙ୍କୁ ସ୍କ୍ରିନିଂ କରିବା ପାଇଁ ମୁମ୍ବାଇ ମହାନଗର ପାଳିକା ଉଦ୍ୟମ କରୁଛି ବୋଲି ଜଣାପଡିଛି ।

ଦିଲ୍ଲୀର ତବଲିଗ୍‌ ଜମାତ ମରକଜର ଧାର୍ମିକ ସମ୍ମିଳନୀରେ ଯୋଗଦେଇଥିବା ବ୍ୟକ୍ତିମାନେ ଦେଶରେ ଭିନ୍ନ ଭିନ୍ନ ଅଂଶରୁ କରୋନାରେ ପଜିଟିଭି ହେବା ପରେ ଏହାକୁ ନେଇ ଏବେ ଚିନ୍ତା ବଢି ଯାଇଛି । ମୁମ୍ବାଇର ଧାରାବୀ ଅଞ୍ଚଳରୁ ନୂତନ ଭାବରେ ଚିହ୍ନଟ ହୋଇଥିବା ପାଞ୍ଚୋଟି ମାମାଲରୁ ଦୁଇଟି  ମର୍କଜରେ ସାମିଲ୍‌ ଥିଲେ ବୋଲି ଜଣାପଡିଛି । ଦୁହିଁଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି । ଦୁହିଁଙ୍କୁ ରାଜୀବ ଗାନ୍ତଦି ସ୍ପୋର୍ଟସ୍‌ କଲୋନୀରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ରାଜ୍ୟରେ ଏପରି ଅବସ୍ଥାକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଧାରାବୀ ଅଞ୍ଚଳକୁ ପୂରା ପୂରି ଲକ୍‌ ଡାଉନ୍‌ କରିବା ପାଇଁ ଅପିଲ୍‌ କରିଛନ୍ତି । ସେହିପରି ଧାରାବୀର ସାଂସଦ ରାହୁଲ୍‌ ସୋବେଲ୍‌ କହିଛନ୍ତି ଯେ, ଏଠିକାର ଜନସଂଖ୍ୟାକୁ ଦେଖି ଧାରାବରୀରେ ସମସ୍ତ ହସ୍ପିଟାଲକୁ ମୁମ୍ବାଇ ମହାନଗର ପାଳିକା ନିଜ ନିୟନ୍ତ୍ରଣରେ ରଖିଛି । ଧାରାବରୀ ସ୍ପୋର୍ଟସ୍‌ କମ୍ପ୍ଲେକ୍ସକୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରୂପାନ୍ତରିତ କରାଯାଇଛି । ଧାରାବୀ ଅଞ୍ଚଳବାସୀଙ୍କ ପାଇଁ ଏଠାରେ ଏକ ବିଶେଷ୍ଟ ସେଣ୍ଟ୍ରାଲ୍‌ କିଚେନ୍‌ ପ୍ରସ୍ତୁତ ହେବ ।

covid-19
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

କେଜରିୱାଲ ଏବଂ ସିସୋଦିଆଙ୍କୁ ବଡ଼ ଆଶ୍ୱସ୍ତି: ଏହି ମାମଲାରେ ସିବିଆଇକୁ ଭର୍ତ୍ସନା କଲେ କୋର୍ଟ

February 27, 2026
Latest News

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026

କେଜରିୱାଲ ଏବଂ ସିସୋଦିଆଙ୍କୁ ବଡ଼ ଆଶ୍ୱସ୍ତି: ଏହି ମାମଲାରେ ସିବିଆଇକୁ ଭର୍ତ୍ସନା କଲେ କୋର୍ଟ

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.