Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଣନ୍ତୁ, 170ଟି ହଟସ୍ପଟ୍‌ ଜିଲ୍ଲା ମଧ୍ୟରେ କେଉଁ କେଉଁ ଜିଲ୍ଲା ସବୁ ରହିଛନ୍ତି
ଆଜିର ଖବର

ଜାଣନ୍ତୁ, 170ଟି ହଟସ୍ପଟ୍‌ ଜିଲ୍ଲା ମଧ୍ୟରେ କେଉଁ କେଉଁ ଜିଲ୍ଲା ସବୁ ରହିଛନ୍ତି

April 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତିନୋଟି ଜୋନ୍‌ କରିଛନ୍ତି । ଏଥିରେ ରେଡ୍‌ ଜୋନ୍‌, ଅରେଞ୍ଜ ଜୋନ୍‌ ଓ ଗ୍ରୀନ୍‌ ଜୋନ୍‌ ସାମିଲ୍‌ ରହିଛନ୍ତି । ରେଡ୍‌ ଜୋନ୍‌ରେ 170ଟି ହଟସ୍ପଟ୍‌ ରହିଛି । ସେହିପରି 47ଟି ଜିଲ୍ଲାରେ 47 ଜିଲ୍ଲା ସାମିଲ୍‌ ରହିଛି ।

ରେଡ୍‌ ଜୋନ୍‌ ଅରେଞ୍ଜ ଜୋନ୍‌ରେ ବଦଳି ପାରିବ । ଯଦି 14 ଦିନ ଭିତରେ ଏହି ଅଞ୍ଚଳରେ କୌଣସି ନୂତନ କେସ୍‌ ଆସିବ ନାହିଁ ତେବେ ତାହା ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ ହେବ । ସେହିପରି ଅରେଞ୍ଜ ଜୋନ୍‌ଗୁଡିକ ଗ୍ରୀନ୍‌ ଜୋନ୍‌କୁ ପରିବର୍ତ୍ତନ ହେବ, ଯଦି ସେଠାରେ 14 ଦିନ ପର୍ଯ୍ୟନ୍ତ ସେଠାରେ କୌଣସି ନୂତନ ମାମଲା ଆସିବ ନାହିଁ । ସେହିପରି ରେଡ୍‌ ଜୋନ୍‌ରେ ଯଦି 28 ଦିନ ଭିତରେ କରୋନା ଭାଇରସର କୌଣସି ନୂତନ ମାମଲା ଆସିବ ନାହିଁ ତେବେ ତାହା ମଧ୍ୟ ଗ୍ରୀନ୍‌ ଜୋନ୍‌କୁ ଆସିପାରିବ ।

କେଉଁ ରାଜ୍ୟର କେଉଁ ଅଞ୍ଚଳ ସବୁ ରେଡ୍‌ ଜୋନରେ ଅନ୍ତର୍ଗତ ହୋଇଛନ୍ତି :

ଆନ୍ଧ୍ରପ୍ରଦେଶ : କୁରନୁଲ୍‌, ଗୁଣ୍ଟୁର୍‌, ନେଲ୍ଲୋର, ପ୍ରକାଶମ୍‌, କୃଷ୍ଣା, ଓ୍ବାଇଏସ୍‌ଆର୍, ପଶ୍ଚିମ ଗୋଦାବରୀ, ଚିତ୍ତୁର, ବିଶାଖାପାଟ୍ଟାନମ୍‌, ପୂର୍ବୀ ଗୋଦାବରୀ, ଅନନ୍ତପୁରମ

ବିହାର : ସିବାନ

ଛତିଶଗଡ : କୋରବା

ଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ, ଶାହଦରା, ଦକ୍ଷିଣ ପୂର୍ବ, ପଶ୍ଚିମ ଦିଲ୍ଲୀ

ଗୁଜୁରାଟ : ଅହମ୍ମଦାବାଦ, ବଡଦୋରା, ସୁରତ, ଭାବନଗର, ରାଜକୋଟ

ହରିୟାଣା : ନୁହଁ, ଗୁଡଗାଓ୍ବଁ, ଫରୀଦାବାଦ, ପଲବଲ୍‌

ଜମ୍ମୁ ଓ କାଶ୍ମୀର : ଶ୍ରୀନଗର, ବାନ୍ଦିପୋରା, ବାରାମୂଳା, ଜମ୍ମୁ, ଉଧମପୁର, କୁପଓ୍ବାଡା

କର୍ଣ୍ଣାଟକ : ବେଙ୍ଗାଲୁରୁ ସହରୀ, ମୈସୁର୍‌, ବେଲଗାବୀ

କେରଳ : କାସରଗୋଡ, କନ୍ନୁର, ଏରାନକୁଲମ୍‌, ମଲପ୍ପୁରମ୍‌, ତିରଅନନ୍ତପୁରମ୍‌, ପଠାନ୍‌ମଥିଟ୍ଟା

ମଧ୍ୟପ୍ରଦେଶ : ଇନ୍ଦୋର୍‌, ଭୋପାଳ, ଖରଗୋନ, ଉଜ୍ଜୈନ୍‌, ହୋଶଙ୍ଗାବାଦ

ମହାରାଷ୍ଟ୍ର : ମୁମ୍ବାଇ, ପୁଣେ, ଥାନେ, ନାଗପୁର, ସାଙ୍ଗଲୀ, ଅହମ୍ମଦନଗର, ୟବତମାଲ୍‌, ଔରଙ୍ଗାବାଦ, ବୁଲଢାଣା, ମୁମ୍ବାଇ ଉପନଗରୀୟ, ନାସିକ

ଓଡ଼ିଶା: ଖୋର୍ଦ୍ଧା

ପଞ୍ଜାବ : ସାସନଗର, ଏସ୍‌ବିଏସ୍‌ ନଗର, ଜଲନ୍ଧର୍‌, ପଠାନ୍‌କୋଟ୍‌

ରାଜସ୍ଥାନ : ଜୟପୁର, ଟୋଙ୍କ୍‌, ଯୋଧପୁର, ବାସଓ୍ବାଡା, କୋଟା, ଝୁଁଝନୁ, ଭୀଲଓ୍ବାଡା, ଜୈସେଲମର୍‌, ବିକାନେର୍‌, ଝାଲାଓ୍ବାଡା, ଭରତପୁର

ତାମିଲନାଡୁ : ଚେନ୍ନାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର୍‌, ଇରୋଡ୍‌, ତିରୁନେଲାବେଲି, ଡିଣ୍ଡିଗୁଲ୍‌, ବିଲ୍ଲୁପୁରମ୍‌, ନାମକ୍କଲ, ଥେନି, ଚେଗଲ୍‌ପଟ୍ଟୁ, ତିରୁପୁର, ବେଲ୍ଲୋର୍‌, ମଦୈୁର୍‌, ଟୁଟିପୋରିନ୍‌, କରୁର୍‌, ବିରୁଧନଗର, କାନ୍ନିଆକୁମାରୀ, କୁଡ୍ଡୁଲୋର୍‌, ତିରୁବଲ୍ଲୁର୍‌, ତିରୁବରୁର୍‌, ସେଲମ୍‌

ତେଲେଙ୍ଗାନା : ହାଇଦ୍ରାବାଦ, ନିଜାମାବାଦ, ବାରଙ୍ଗଲ୍‌ ସହରୀ, ରଙ୍ଗା ରେଡ୍ଡି, ଜୋଙ୍ଗୁଳ୍‌ବାଙ୍ଗଡବାଲ୍‌, ମେଡଚଲ ମଲ୍କଜାଗିରି, କରୀମନଗର, ନିର୍ମଳ

ଉତ୍ତରପ୍ରଦେଣ : ଆଗ୍ରା, ଗୌତମବୁଦ୍ଧନଗର, ମେରଠ, ଲକ୍ଷ୍ନୌ, ଗାଜିଆବାଦ, ସହରାନପୁର, ସାମଲୀ, ଫିରୋଜବାଦ, ମୁରାଦାବାଦ

ଉତ୍ତରାଖଣ୍ଡ : ଦେରାଦୁନ

ପଶ୍ଚିମବଙ୍ଗ : କୋଲକାତା, ହାଓ୍ବାଡା, ପୁର୍ବ ମେଦିନିପୁର, 24 ପ୍ରାଗଣା ଉତ୍ତର

କ୍ଲଷ୍ଟର୍‌ ଚିହ୍ନିତ କରାଯାଇଥିବା ଅଞ୍ଚଳ

ଆଣ୍ଡାମାନ : ସାଉଥ୍‌ ଆଣ୍ଡାମାନ୍‌

ଆସାମ : ଗୋଲାଘାଟ, ମୋରିଗାଓ୍ବ, ନଲବାଡି, ଗୋଲାପରା, ଧୁବଡୀ

ବିହାର : ମୁଙ୍ଗେର୍‌, ବେଗୁସରାୟ, ଗୟା

ଛତିଶଗଡ : ରାୟପୁର

ଦିଲ୍ଲୀ : ନର୍ଥଓ୍ବେଷ୍ଟ

ଗୁଜୁରାଟ : ପାଟନ

ହରିୟାଣା : ଆମ୍ବାଲା ଓ କରନାଲ୍‌

ହିମାଚଳ ପ୍ରଦେଶ : ସୋଲନ୍‌, ଉନ୍ନା, ସରିମୋର୍‌, ଚମ୍ବା, କାଙ୍ଗଡା

ଜମ୍ମୁ : କାଶ୍ମୀର

ଝାରଖଣ୍ଡ : ରାଞ୍ଚି, ବୋକାରୋ

କର୍ଣ୍ଣାଟକ : ଦକ୍ଷିଣ କନ୍ନଡ, ବିଦର, କଲବୁର୍ଗୀ, ବଗଲକୋଟ, ଧାରଓ୍ବାଡ

କେରଳ : ଓ୍ବାୟନାଡ

ଲଦାଖ : କରଗିଲ୍‌

ମଧ୍ୟପ୍ରଦେଶ : ମୁରୈନା

ମହାରାଷ୍ଟ୍ର : କୋଲ୍ହାପୁର, ଅମରାବତୀ, ପାଲଘର

ଓଡ଼ିଶା : ଭଦ୍ରକ

ପଞ୍ଜାବ : ଅମୃତସର, ମାନସା, ଲୁଧିଆାନା, ମାଗୋ

ରାଜସ୍ଥାନ : ଉଦୟପୁର

ତେଲେଙ୍ଗାନା : ନାଲଗୋଣ୍ଡା

ୟୁପି : ବୁଲନ୍ଦସହର, ସୀତାପୁର, ବସ୍ତି, ଓ୍ବାଗପତ

ଉତ୍ତରାଖଣ୍ଡ : ନୈନିତାଲ୍‌, ଉଧମସିଂହ ନଗର

coronahotspot
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.