Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମାତୀଙ୍କୁ ସମାଲୋଚନା କରି ପୁଣି ଏକ ଭିଡିଓ ପୋଷ୍ଟ କଲେ ବବିତା : ଜବାବ୍‌ ଦେଲେ ଜାଇରା ଓ୍ବାସିମ୍‌
ଆଜିର ଖବର

ଜମାତୀଙ୍କୁ ସମାଲୋଚନା କରି ପୁଣି ଏକ ଭିଡିଓ ପୋଷ୍ଟ କଲେ ବବିତା : ଜବାବ୍‌ ଦେଲେ ଜାଇରା ଓ୍ବାସିମ୍‌

April 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଗତକାଲି ଜମାତୀଙ୍କ ବିପକ୍ଷରେ ଏକ ଟ୍ବିଟ୍ କରିବା ପରେ ଆଜି ପୁଣି ଏକ ବିବାଦୀୟ ଭିଡିଓ ଟ୍ବିଟ୍‌ କରିଛନ୍ତି । ଏହି ଭିଡିଓରେ ବଲିଉଡ୍‌ର ସିକ୍ରେଟ୍‌ ସୁପରଷ୍ଟାର ଜାଇରା ଓ୍ବାସିମ୍‌ଙ୍କୁ ଇଙ୍ଗିତ କରିଥିଲେ ବବିତା । ଏହାପରେ ଏହି ଭିଡିଓର ଜବାବରେ ଜାଇରା ଏକ ଟ୍ବିଟ୍‌ କରିଥିଲେ । କରୋନା ଭାଇରସ ନୁହେଁ ମୁସଲିମ୍‌ ମାନେ ଦେଶର ବଡ ସମସ୍ୟା ବୋଲି ବବିତା ଟ୍ବିଟ୍‌ କରିଥିଲେ । ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ଗାଳି ଏବଂ ଧମକ ମିଳିଥିଲା । ଏହାପରେ ଭିଡିଓ ପୋଷ୍ଟ କରି ସେ ଜାଇରା ଓ୍ବାସିମ୍‌ ନୁହନ୍ତି ଯିଏକି ଧମକରେ ନିଜର ମତ ପରିବର୍ତ୍ତନ କରିଦେବେ । ଦେଶରେ ଜମାତୀଙ୍କ କାରଣରୁ କରୋନା ଅଧିକ ବ୍ୟାପିବାରେ ଲାଗିଛି । ଗତବର୍ଷ ଅଭିନୟ ଛାଡିଥିବା ଜାଇରାଙ୍କୁ ଟାର୍ଗେଟ କରିବାରୁ ଜାଇରା ଏହାର ଜବାବ ଦେଇ ଟ୍ବିଟ୍‌ କରିଥିଲେ ।

यदि आप बबीता फोगाट को सपोर्ट करते हैं तो उन तक यह बात जरूर पहुंचा दीजिए और उनको बोलिए ध्यान से कान खोल कर सुन लें। pic.twitter.com/gqec3lQwPE

— Babita Phogat (@BabitaPhogat) April 17, 2020

ବବିତାଙ୍କ ନାଁ ନନେଇ ପରୋକ୍ଷ ଭାବରେ ସମାଲୋଚନା କରିଥିଲେ । ଘୃଣାର ବାର୍ତ୍ତା ପାଇଁ ମୋ ନାମର ବ୍ୟବହାର ଆଦୌ ସଠିକ୍‌ ନୁହେଁ । ଏପରି ଅନାବଶ୍ୟକ ମନ୍ତବ୍ୟ କାରଣରୁ ଜନସାଧାରଣଙ୍କ ମଧ୍ୟରେ ଏକ ଭୟର ବାତାବରଣ ଦେଖାଦେଉଛି ତେଣୁ ଏପରି ବ୍ୟବହାର ବନ୍ଦ କରାଯିବା ଉଚିତ୍‌ ବୋଲି ଜାଇରା ମତ ଦେଇଥିଲେ ।

babitaphogat
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର!: ଆଣ୍ଡାମାନରେ ଆବିଷ୍କୃତ ହେଲା ବିଶାଳ ଗ୍ୟାସ୍ ରିଜର୍ଭ 

June 6, 2026

କଂଗ୍ରେସର ନୂଆ ଗେମ୍‌ପ୍ଲାନ୍: ପାଇଲଟ୍‌ଙ୍କ ହାତକୁ ଯାଇପାରେ କମାଣ୍ଡ

June 6, 2026

ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ, ଅନ୍ନାମଲାଇଙ୍କ ‘ୱି ଦି ଲିଡର୍ସ’ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ

June 6, 2026

କନେଷ୍ଟବଳଙ୍କ ଆତ୍ମାହୁତି ଉଦ୍ୟମ: ସ୍ଥିତି ସଙ୍କଟାପନ୍ନ

June 6, 2026
Latest News

ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର!: ଆଣ୍ଡାମାନରେ ଆବିଷ୍କୃତ ହେଲା ବିଶାଳ ଗ୍ୟାସ୍ ରିଜର୍ଭ 

June 6, 2026

ଟାଟାର ଜୁନ୍ ଧମାକା: ହଜାର ହଜାର ଟଙ୍କା ସଞ୍ଚୟର ସୁଯୋଗ, ଗ୍ରାହକଙ୍କ ପାଇଁ ବଡ଼ ଅଫର

June 6, 2026

କଂଗ୍ରେସର ନୂଆ ଗେମ୍‌ପ୍ଲାନ୍: ପାଇଲଟ୍‌ଙ୍କ ହାତକୁ ଯାଇପାରେ କମାଣ୍ଡ

June 6, 2026

ତାମିଲନାଡୁ ରାଜନୀତିରେ ନୂଆ ସମୀକରଣ, ଅନ୍ନାମଲାଇଙ୍କ ‘ୱି ଦି ଲିଡର୍ସ’ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ

June 6, 2026

କନେଷ୍ଟବଳଙ୍କ ଆତ୍ମାହୁତି ଉଦ୍ୟମ: ସ୍ଥିତି ସଙ୍କଟାପନ୍ନ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.