Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ 7 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ 5 ଓ ବାଲେଶ୍ବରର 2
ଆଜିର ଖବର

ନୂଆ 7 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ 5 ଓ ବାଲେଶ୍ବରର 2

April 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର :ରାଜ୍ୟର ନୂଆ 7 କରୋନା ଆକ୍ରାନ୍ତଙ୍କ ବାବଦରେ ସୂଚନା ମିଳିଛି । ଭଦ୍ରକରୁ 5ଜଣ ରହିଥିବାବେଳେ ବାଲେଶ୍ବରରୁ ଦୁଇଜଣ ଆକ୍ରାନ୍ତ ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି ।

ପୂର୍ବରୁ ଭଦ୍ରକରୁ ତିନିଜଣ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଦୁଇଜଣ ସୁସ୍ଥ ହୋଇଯାଇଥିଲେ । ସେହିପରି ବାଲେଶ୍ବରରୁ ମଧ୍ୟ ପୂର୍ବରୁ ଜଣେ ଚିହ୍ନଟ ହୋଇଥିଲେ ।

ରାଜ୍ୟରେ ମୋଟ୍‌ 68 ଜଣ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ଭୁବନେଶ୍ବରରେ ରହିଛନ୍ତି । ତେବେ 24 ଜଣ ସୁସ୍ଥ ହୋଇଥିବାବେଳେ ମାତ୍ର ଜଣକର ମୃତ୍ୟୁ ହୋଇଛି ।

 

କରୋନା ଆକ୍ରାନ୍ତ ବାଲେଶ୍ବର ଭଦ୍ରକ
Share. Facebook Twitter LinkedIn Email WhatsApp Copy Link

Related Posts

13,000 ଟଙ୍କା ମହଙ୍ଗା ହେଲା ରୂପା: ଜାଣନ୍ତୁ ସୁନାର ମୂଲ୍ୟ

February 9, 2026

ନୂଆ ମୋଡ଼ ନେଲା ଟି-୨୦ ବିଶ୍ୱକପ୍ ର ଭାରତ-ପାକିସ୍ତାନ ମ୍ୟାଚ୍‌: ବୟକଟ ମଧ୍ୟରେ ବାଂଲାଦେଶର ପ୍ରବେଶ

February 9, 2026

ଦିଲ୍ଲୀର ୯ ଟି ସ୍କୁଲକୁ ବୋମା ଧମକ: ସର୍ଚ୍ଚ ଅପରେସନ ଜାରି

February 9, 2026

ଘୁଞ୍ଚିଲା ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ର ମୁକ୍ତିଲାଭ ତାରିଖ: ଜାଣନ୍ତୁ କେବେ ସିନେମା ହଲରେ ଆସିବ ସଲମାନ ଖାନଙ୍କ ଫିଲ୍ମ

February 9, 2026
Latest News

13,000 ଟଙ୍କା ମହଙ୍ଗା ହେଲା ରୂପା: ଜାଣନ୍ତୁ ସୁନାର ମୂଲ୍ୟ

February 9, 2026

ନୂଆ ମୋଡ଼ ନେଲା ଟି-୨୦ ବିଶ୍ୱକପ୍ ର ଭାରତ-ପାକିସ୍ତାନ ମ୍ୟାଚ୍‌: ବୟକଟ ମଧ୍ୟରେ ବାଂଲାଦେଶର ପ୍ରବେଶ

February 9, 2026

ଦିଲ୍ଲୀର ୯ ଟି ସ୍କୁଲକୁ ବୋମା ଧମକ: ସର୍ଚ୍ଚ ଅପରେସନ ଜାରି

February 9, 2026

ଘୁଞ୍ଚିଲା ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ର ମୁକ୍ତିଲାଭ ତାରିଖ: ଜାଣନ୍ତୁ କେବେ ସିନେମା ହଲରେ ଆସିବ ସଲମାନ ଖାନଙ୍କ ଫିଲ୍ମ

February 9, 2026

ଭାରତ ସହ ଖେଳିବା ପାଇଁ ପାକିସ୍ତାନର ତିନୋଟି ଦାବି: ରାଜି ହେବ କି ବିସିସିଆଇ?

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.