Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମସୁଦ ଅଜହାରକୁ ବିଶ୍ବ ଆତଙ୍କୀ ଘୋଷଣା ପ୍ରସ୍ତାବକୁ ବିରୋଧ କରିବ ନାହିଁ ପାକିସ୍ତାନ
ଆଜିର ଖବର

ମସୁଦ ଅଜହାରକୁ ବିଶ୍ବ ଆତଙ୍କୀ ଘୋଷଣା ପ୍ରସ୍ତାବକୁ ବିରୋଧ କରିବ ନାହିଁ ପାକିସ୍ତାନ

March 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
masood azhar will be declared as international terrorist
masood azhar will be declared as international terrorist

ପୁଲଓ୍ୱାମା ଆତଙ୍କବାଦୀ ହମଲା ପରେ ଅନ୍ତର୍ଜାତୀୟ ସ୍ତରରେ ବେଶ ବଦନାମ ହୋଇଛି ପାକିସ୍ତାନ। ଏକଘରିଆ ଭଳି ପରିସ୍ଥିତିର ସାମନା କରିଛି। ଏଭଳି ସ୍ଥିତିରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖିଆ ମସୁଦ ଅଜହାରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ଘୋଷଣା ପ୍ରସ୍ତାବକୁ ଆଉ ବିରୋଧ କରିବ ନାହିଁ ପାକିସ୍ତାନ। ଏମିତି ଖବରକୁ ନେଇ ଏବେ ଚର୍ଚ୍ଚା। ଯଦି ଏଭଲି ହୁଏ, ତେବେ କୁଟନୈତିକ ସ୍ତରରେ ଭାରତକୁ ବଡ଼ ସଫଳତା ମିଳିବ। ଜୈଶ-ଏ-ମହମ୍ମଦ ସହ ପାକିସ୍ତାନରେ ଥିବା ଆଉ କିଛି ପ୍ରତିବନ୍ଧକ ସଂଗଠନ ଉପରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇପାରନ୍ତି ପାକିସ୍ତାନ ସରକାର। ମସୁଦ ଅଜହାରକୁ ବିଶ୍ୱ ଆତଙ୍କୀ ଘୋଷଣା ପାଇଁ ଜାତିସଂଘରେ ପ୍ରସ୍ତାବ ଆଗତ କରିଛନ୍ତି ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ।

mashoodazhar thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

୯ ପୋଲିସକୁ ଫାଶୀ

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.