Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ ସିଗାରେଟ୍‌ ବ୍ରିକି, ଦୁଇ ଗିରଫ
ଆଜିର ଖବର

ଲକ୍‌ ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ ସିଗାରେଟ୍‌ ବ୍ରିକି, ଦୁଇ ଗିରଫ

April 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ: ସେହିପରି ଦେଶରେ 10ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ସେହି ରାଜ୍ୟଗୁଡିକ ମଧ୍ୟରେ ରହିଛନ୍ତି – ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ,ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ କେରଳ ପରି ରାଜ୍ୟଗୁଡିକ । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 6430 ରହିଥିବାବେଳେ ଗୁଜୁରାଟରେ ଅଛନ୍ତି 2624, ଦିଲ୍ଲୀରେ 2376, ରାଜସ୍ଥାନରେ 1964, ତାମିଲନାଡୁରେ 1683, ମଧ୍ୟପ୍ରଦେଶରେ 1699, ଉତ୍ତରପ୍ରଦେଶରେ 1510, ତେଲେଙ୍ଗାନାରେ 960, ଆନ୍ଧ୍ରପ୍ରଦେଶରେ 895 ଓ କେରଳରେ 447ଟି ମାମଲା ରହିଛି ।

ଦେଶରେ କରୋନା ମହାମାରୀ ସହ ଲଢେଇ କରୁଛି । ଦେଶର ସ୍ଥିତିକୁ ଦେଖି କେନ୍ଦ୍ର ସରକାର ମାର୍ଚ୍ଚ 25ରୁ ଦେଶରେ ଲକ୍ ଡାଉନ୍‌ ଜାରି କରିଥିଲେ । ଏହାର ଅବଧି ଏପ୍ରିଲ୍‌ 14ରେ ସମାପ୍ତ ହେବାକୁ ଥିବାବେଳେ ପୁନର୍ବାର ଏହାର ଅବଧିକୁ ମେ ତିନି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ କେବଳ ଆବଶ୍ୟକ ସେବା ତଥା ସାମଗ୍ରୀଙ୍କୁ ଛାଡି ଅନ୍ୟ ସମସ୍ତ ବେପାର ବନ୍ଦ ରହିଛି । ତଥାପି ଭିନ୍ନ ଭିନ୍ନ ଜାଗାରେ ନିଶା କାରାବାର ହେଉଥିବାର ଖବର ମିଳୁଛି ।

ବେଙ୍ଗାଲୁରୁର କ୍ରାଇମ୍‌ ବ୍ରାଞ୍ଚ ଦୁଇ ନିଶା ବେପାରୀଙ୍କୁ ଧରିଛନ୍ତି । ଏହି ଦୁଇଜଣ ଅନଲାଇନ୍‌ରେ ସିଗାରେଟ୍‌ ବିକ୍ରି କରୁଥିଲେ । ଏହି ଦୁଇଜଣଙ୍କଠାରୁ 30,000 ଟଙ୍କାର ସିଗାରେଟ୍‌ ଜବତ କରାଯାଇଛି । ଦୁହିଁଙ୍କୁ ଗିରଫ କରି ଜେଲ୍‌ ପଠାଯାଇଛି । ସିଗାରେଟ୍‌ ଡେଲିଭରୀ କରୁଥିବା ସମୟରେ ଦୁହିଁଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି । (ଏଜେନ୍ସି)

bengaluru
Share. Facebook Twitter LinkedIn Email WhatsApp Copy Link

Related Posts

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

୭୫ ବର୍ଷରେ ପ୍ରଥମ ଥର: ତୀରନ୍ଦାଜୀର ‘ରାଜା’ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ଵର୍ଣ୍ଣ ଜିତିଲା ଭାରତ

October 2, 2026
Latest News

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ୪୪ ଦିନିଆ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

୭୫ ବର୍ଷରେ ପ୍ରଥମ ଥର: ତୀରନ୍ଦାଜୀର ‘ରାଜା’ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ଵର୍ଣ୍ଣ ଜିତିଲା ଭାରତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.