Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶହୀଦଙ୍କ ପରିବାରକୁ ୧୧୦ କୋଟି ଦାନ କଲେ ମୁରତାଜା ଅଲ୍ଲୀ
ଆଜିର ଖବର

ଶହୀଦଙ୍କ ପରିବାରକୁ ୧୧୦ କୋଟି ଦାନ କଲେ ମୁରତାଜା ଅଲ୍ଲୀ

March 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
murtaza ali helps rupees 110 crores to families of martyr
murtaza ali helps rupees 110 crores to families of martyr

ରାଜସ୍ଥାନ କୋଟା ବାସିନ୍ଦା ମୁରତାଜା ଅଲ୍ଲି ହମିଦ ପୁଲଓ୍ବାମା ଶହୀଦଙ୍କ ପରିବାରକୁ ୧୧୦କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହି ଅର୍ଥ ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଯୋଗାଇ ଦେବେ ବୋଲି ପିଏମ୍‌ଓ କାର୍ଯ୍ୟାଳୟକୁ ଇମେଲ୍‌ କରିଥିଲେ। ମୁରତାଜା ଅଲ୍ଲି ହେଉଛନ୍ତି ରାଜସ୍ଥାନ କୋଟା ବାସିନ୍ଦା ହେଲେ ଏବେ ସେ ମୁମ୍ବାଇରେ ରହି ଆସୁଛନ୍ତି। ସେଠାରେ ସେ ସରକାରୀ କମର୍ସ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏବେ ଜଣେ ଗବେଷକ ତଥା ବୈଜ୍ଞାନିକ ଭାବେ କାମ କରୁଛନ୍ତି। ଜନ୍ମରୁ ଦୃଷ୍ଟିହୀନ ମୁରତାଜା ସମ୍ପ୍ରତି ଗବେଷକ ତଥା ବୈଜ୍ଞାନିକ ଭାବେ କାର୍ଯ୍ୟରତ। ସେ ‘ଫୁଏଲ ବର୍ଣ୍ଣ ରେଡିଏଶନ ଟେକ୍ନୋଲଜି’ ଉପରେ କାମ କରୁଛନ୍ତି। ଯାହା ବିନା ଜିପିଏସ୍‌ରେ ଯେ କୌଣସି ଗାଡି ବା ବସ୍ତୁକୁ ଖୋଜି ପାରିବ। ମାତୃଭୂମି ପାଇଁ ଜୀବନ ଦେଇଥିବା ସୁଯୋଗ୍ୟ ସନ୍ତାନଙ୍କ ପରିବାରକୁ ସହଯୋଗର ହାତ ବଢାଇବା ପ୍ରତି ଭାରତୀୟର କର୍ତ୍ତବ୍ୟ ତେଣୁ ସେ ସହାୟତା କରିବାକୁ ଇଚ୍ଛା କରିଛନ୍ତି ବୋଲି କହିଛନ୍ତି ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026

ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

September 28, 2026
Latest News

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

MMDR Act କୁ ବିରୋଧ କରି ରାଜ ରାସ୍ତାରେ ଗର୍ଜ୍ଜନ କଲା ବିଜେଡି, ଯୋଗ ଦେଲେ ନବୀନ

September 28, 2026

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026

ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.