
ଭୁବନେଶ୍ବର : 103 ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛନ୍ତି ରାଜ୍ୟସରକାର। ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍ର 60 ବର୍ଷୀୟ ବୃଦ୍ଧ ବୋଲି ଜଣାପଡିଛି । ମାର୍ଚ୍ଚ 22ରୁ ଏପ୍ରିଲ୍ 23 ଯାଏଁ ଲକ୍ ଡାଉନ୍ରେ ଘରେ ରହିଥିବାବେଳେ ଥଣ୍ଡା ହେବାରୁ ଏପ୍ରିଲ୍ 21ରୁ 23 ତାରିଖ ଯାଏଁ ଚିକିତ୍ସାଧୀନ ଥିଲେ । ରାଉରେକଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଟ୍ରାଭେଲ୍ ହିଷ୍ଟ୍ରି ପାଇଁ ତାଙ୍କ ସାମ୍ପଲ୍ ସଂଗ୍ରହ ହୋଇଥିଲେ । 25ରେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ରାଉରକେଲା ହାଇଟେକ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
Tags: coronapatient, travelhistory