Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରର ରେଳ ସଦନ ନିକଟରେ ଅଗ୍ନିକାଣ୍ଡ, ଦୁଇଟି ଦମକଳ ଲାଗି ନିଆଁକୁ କଲେ ଆୟତ୍ତ
ଆଜିର ଖବର

ଭୁବନେଶ୍ବରର ରେଳ ସଦନ ନିକଟରେ ଅଗ୍ନିକାଣ୍ଡ, ଦୁଇଟି ଦମକଳ ଲାଗି ନିଆଁକୁ କଲେ ଆୟତ୍ତ

May 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Fire in Bhubaneswar near Rail Sadan

ଭୁବନେଶ୍ବର, ଆଜି ସଂଧ୍ୟାରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁରଠାରେ ଥିବା ରେଳ ସଦନ ନିକଟରେ ନିଆଁ ଲାଗିଛି। ଏହି ସଦନ ନିକଟରେ ଥିବା ଗେଷ୍ଟ ହାଉସ ଏହି ନିଆଁ ଲାଗିଥିବାର ଜଣାପଡିଛି। ତେବେ ନିଆଁ ଲାଗିବାର କାରଣ କଣ ଜଣାପଡି ନ ଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ହୋଇଥିବାର ଅନୁମାନ କରାଯାଇଛି। ହେଲେ ନିଆଁ ଜୋରରେ ବ୍ୟାପିବା ଆରମ୍ଭ କରିଥିଲା। ଖବର ପାଇବା ପରେ ଅଗ୍ନିଶମ ବିଭାଗର ଦମକଳ ଆସି ନିଆଁ ଲିଭାଇବା କାମରେ ନିୟୋଜିତ ହୋଇଥିଲା। ହେଲେ ନିଆଁର ତିବ୍ରତା ଦେଖିବା ପରେ ପୁଣି ଏକ ଦମକଳ ଆସି ଏହି ନିଆଁ ଲିଭା କାମରେ ଲାଗିଥିଲା।

କିଛି ସମୟ ପରେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇପାରିଛି। ବର୍ତ୍ତମାନ ଲକ ଡାଉନ ଚାଲିଥିବା ବେଳେ ନିଆଁ କିପରି ଲାଗିଲା ତାହା ଆଶ୍ଚର୍ଯ୍ୟ କରିଛି। ବର୍ତ୍ତମାନ କୌଣସି ସ୍ଥାନରେ ହୋଟେଲ କିମ୍ବା ଚା ଦୋକାନ ମଧ୍ୟ ଖୋଲି ନାହିଁ। ତେବେ କେଉଁ କାରଣରୁ ନିଆଁ ଲାଗିଲା ସେ ଅନୁଧ୍ୟାନ ଚାଲିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଚିଲିକା କୂଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

October 4, 2025

ଚଳିତ ବର୍ଷ କୁମାର ପୂର୍ଣ୍ଣିମା କେବେ? 6 ତାରିଖ ନା 7 ତାରିଖ, କଣ କହୁଛି ପଞ୍ଚାଙ୍ଗ

October 4, 2025

ଶ୍ୟାମଜୀ କୃଷ୍ଣବର୍ମାଙ୍କ ଲିଗାସୀରୁ ପ୍ରେରଣା ନେବାକୁ ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

October 4, 2025

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

October 4, 2025
Latest News

ଖଦି କାରିଗର ମହୋତ୍ସବ ରେ 2,298 ମେସିନ୍ ଏବଂ ଟୁଲକିଟ  ବଣ୍ଟନ କଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025

ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର ଅଭିଯାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

October 4, 2025

ବସ୍ତର ଦଶହରା ଯାହା ୭୫ ଦିନ ଧରି ଚାଲିଥାଏ, ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହ

October 4, 2025

ରୋଜଗାର ମେଳାର ସଫଳତା: ଦେଶରେ ଗତ ୬ ବର୍ଷ  ମଧ୍ୟରେ ସୃଷ୍ଟି ହୋଇଛି ପ୍ରାୟ ୧୭ କୋଟି ନିଯୁକ୍ତି

October 4, 2025

ବାଲୁଗାଁ ଚିଲିକା କୂଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

October 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.