Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରାହ୍ମଣ ନ ମିଳିବାରୁ ମହିଳା ଏସଆଇ କରାଇଲେ ବିବାହ, ଗୁଗୁଲ୍‌ ସାହାଯ୍ୟରେ ବୋଲିଲେ ମନ୍ତ୍ର
ଆଜିର ଖବର

ବ୍ରାହ୍ମଣ ନ ମିଳିବାରୁ ମହିଳା ଏସଆଇ କରାଇଲେ ବିବାହ, ଗୁଗୁଲ୍‌ ସାହାଯ୍ୟରେ ବୋଲିଲେ ମନ୍ତ୍ର

May 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ସରକାର କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରିଛନ୍ତି । ଲକ୍‌ ଡାଉନ୍‌ ସମୟରେ ବହୁ ରୋଚକ ଘଟଣା ସବୁ ସାମ୍ନାକୁ ଆସୁଛି । ଏହି ଲକ୍‌ ଡାଉନ୍‌ ସମୟରେ ପୋଲିସ୍‌ ଆଇନର ପାଳନ କରିବା ସହିତ ସମାଜସେବା ମଧ୍ୟ କରୁଛି। ଲକ୍ ଡାଉନ୍‌ ସମୟରେ ପଣ୍ଡିତ ବା ବ୍ରାହ୍ମଣ ନ ମିଳିବାରୁ ଜଣେ ମହିଳା ପୋଲିସ୍‌ ଅଧିକାରୀ ବାହାଘର କରାଇଥିବାର ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି ।

ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଲକ୍‌ ଡାଉନ୍‌ ସମୟରେ ଏକ ଅନନ୍ୟ ବିବାହଘର ଦେଖିବାକୁ ମିଳିଛି । ଯେଉଁଠାରେ ବର ବଧୂଙ୍କ ବାହାଘର କୌଣସି ପୂଜାରୀ ବା ପଣ୍ଡିତ କରିନାହାନ୍ତି ବରଂ ଜଣେ ପୋଲିସ୍‌ ଅଧିକାରୀ କରିଛନ୍ତି । ପଣ୍ଡିତ ନମିଳିବାରୁ ଝାଟେଶ୍ବର ପୋଲିସ୍‌ ଚୌକର ଜଣେ ମହିଳା ଏସ୍‌ଆଇ ଅଞ୍ଜଳି ଅଗ୍ନିହୋତ୍ରୀ ଏହି ଯୋଡିଙ୍କ ବିବାହ କରିଛନ୍ତି ।

ବାହାଘର କରିବା ପାଇଁ ମନ୍ତ୍ରୋଚାରଣ କରିବା ସହିତ କିଛି ମନ୍ତ୍ର ଗୁଗୁଲ୍‌ ସାହାଯ୍ୟରେ ବୋଲିଥିଲେ । ମନ୍ତ୍ର ପଢିବା ସହିତ ଦୀପ ଲଗାଇବା ଓ ସପ୍ତପଦୀ ନେବା ସମୟରେ ବର ବଧୂଙ୍କ ସାତ ବଚନ ମଧ୍ୟ ପଢାଇଥିଲେ । ସେହିପରି ଆଇନର ପାଳନ କରିବା ପାଇଁ ମଧ୍ୟ ଉପଦେଶ ଦେଇଥିଲେ ।

ନରସିଂହ ପୁର ଜିଲ୍ଲାରେ ରହୁଥିବା ଲକ୍ଷ୍ମଣ ଚୌଧୁରୀ ବିବାହ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁମତି ନେଇଥିଲେ । ବିବାହ ଝାଟେଶ୍ବରର ଏକ ପାର୍ବତୀ ମନ୍ଦିରରେ କିଛି ଲୋକଙ୍କୁ ନେଇ ଅନୁଷ୍ଠିତ ହେଉଥିଲା । କିନ୍ତୁ ବ୍ରାହ୍ମଣ ନ ମିଳିବାରୁ ବାହାଘର ହୋଇପାରୁନଥିଲା । ସେଠାରେ ମହିଳା ଏଏସ୍‌ଆଇ ପହଞ୍ଚି ସେମାନଙ୍କ ବିବାହ ସମ୍ପନ୍ନ କରାଇଥିଲେ । (ଏଜେନ୍ସି)

 

 

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.