Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାସ୍କ ପାଇଁ ଗଲା ଜୀବନ : କଇଁଚିରେ 18 ବର୍ଷୀୟ ଯୁବକର ହତ୍ୟା
ଆଜିର ଖବର

ମାସ୍କ ପାଇଁ ଗଲା ଜୀବନ : କଇଁଚିରେ 18 ବର୍ଷୀୟ ଯୁବକର ହତ୍ୟା

May 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀ ଗୋବିନ୍ଦପୁର ଅଞ୍ଚଳରେ ମାସ୍କକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାମାନ୍ୟ ମାସ୍କ ପାଇଁ ଜଣେ ବ୍ୟକ୍ତି କାରଖାନା ମାଲିକର 18ବର୍ଷୀୟ ପୁଅକୁ କଇଁଛିରେ ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ହେଉଛନ୍ତି 18 ବର୍ଷୀୟ ସଲମାନ୍‌ । ତାଙ୍କ ପିତା ମାସ୍କ ତିଆରି କରୁଥିବାର ଏକ କାରଖାନା ଚଳାଉଥିଲେ । ଦିଲ୍ଲୀରେ କରୋନା ସଂକ୍ରମଣ କାରଣରୁ ମାସ୍କର ଚାହିଦା ବେଶ୍‌ ରହିଛି । ବ୍ୟକ୍ତି ଜଣକ ଠିକାରେ ମାସ୍କ ସପ୍ଲାଇ ମଧ୍ୟ କରନ୍ତି । ଅଫସର ନାମକ ଜଣେ ବ୍ୟକ୍ତି କମ୍‌ ଦାମ୍‌ରେ ମାସ୍କ ତିଆରି କରି ସପ୍ଲାଇ କରି ସଲମାନଙ୍କ ପିତାଙ୍କଠାରୁ ସମସ୍ତ କାମ ନେଇ ଯାଇଥିଲା । ଏହି ମାମଲାକୁ ନେଇ ସଲମାନଙ୍କ ପିତା ଓ ଅଫସରଙ୍କ ଭିତରେ ଝଗଡା ଆରମ୍ଭ ହୋଇଥିଲା । ଝଗଡା ଏତେ ତୀବ୍ର ରୂପ ଧାରଣ କଲା ଯେ, ଅଫସର କଇଁଚି ନେଇ ସଲମାନଙ୍କ ବେକରେ ଗଇଁଚିରେ ଆକ୍ରମଣ କରିଥିଲେ । 4ରୁ ପାଞ୍ଚ ଥର କଇଁଚିରେ ଆକ୍ରମଣ କରିଥିଲା । ଏହା ପରେ କାରଖାନାକୁ ବାହାର ପଟୁ ବନ୍ଦ କରି ଫେରାର ହୋଇଥିଲା ।

ସଲମାନଙ୍କର ପାଟି ଶୁଣି ନିକଟରେ ଥିବା ଲୋକେ ଆସି କବାଟ ଭାଙ୍ଗି ସଲମାନକୁ ଉଦ୍ଧାର କରି ନିକଟସ୍ଥ ହସପିଟାଲ୍‌କୁ ନେଇଥିଲେ । କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ହେତୁ ସେ ସେଠାରେ ମୃତ୍ୟୁବରଣ କରିଥିଲେ ।

ପୋଲିସ୍‌ ଏହି ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରି ଅଫସରଙ୍କ ସହିତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ସିସିଟିଭ୍‌ କ୍ୟାମେରା ଜରିଆରେ ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଥିବାର ଜଣାପଡିଛି । (ଏଜେନ୍ସି)

death mask
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026

ନୂଆ ଦଳ ଗଠନ କଲେ ନବଜୋତ କୌର ସିଦ୍ଧୁ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

April 7, 2026

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026
Latest News

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026

ନୂଆ ଦଳ ଗଠନ କଲେ ନବଜୋତ କୌର ସିଦ୍ଧୁ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

April 7, 2026

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.