Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଲକ୍ଷଣ ନଥିବା ରୋଗୀ ଘରେ ଚିକିତ୍ସିତ ହୋଇପାରିବେ
ଆଜିର ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଲକ୍ଷଣ ନଥିବା ରୋଗୀ ଘରେ ଚିକିତ୍ସିତ ହୋଇପାରିବେ

May 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : କରୋନା ଆକକ୍ରାନ୍ତଙ୍କୁ ନେଇ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ଲକ୍ଷଣ ନଥିବା ରୋଗୀ ମାନେ ଘରେ ରହି ନିଜର ଚିକିତ୍ସା କରି ପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପଜିଟିଭି୍‌ ଆସିଥିବା ବ୍ୟକ୍ତିଙ୍କର ଯଦି କୌଣସି ଲକ୍ଷଣ ନଥାଏ ତେବେ ସେ ଘରେ ରହି ଚିକିତ୍ସିତ ହୋଇ ପାରିବେ । ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ମଧ୍ୟ ସମାନ ନିୟମ ପ୍ରଯୁଜ୍ୟ । ଘରେ ରହି ଚିକିତ୍ସିତ ହେବାକୁ ହେଲେ ଉକ୍ତ ଆକ୍ରାନ୍ତଙ୍କ ପାଇଁ ଅଲଗା ଘର ଏବଂ ଅଲଗା ପାଇଖାନା ଜରୁରୀ ବୋଲି ମହାପାତ୍ର ସ୍ପଷ୍ଟ କରିଛନ୍ତି । ଆକ୍ରାନ୍ତଙ୍କ ହାତରେ ଷ୍ଟାମ୍ପ ଓ ବ୍ୟାଣ୍ଡ ଲଗାଯିବା ସହିତ ଘର ସାମ୍ନାରେ ଷ୍ଟିକର ଲଗାଯିବ । ଆକ୍ରାନ୍ତଙ୍କ ଦାୟିତ୍ବ ନେବାଲାଗି ସ୍ବତନ୍ତ୍ର ଭାବରେ ଘରର ଜଣେ ଲୋକ ରହିବ । ସରକାରଙ୍କୁ ନିଜର ସ୍ବେଚ୍ଛାପତ୍ର ପ୍ରଦାନ କରିବା ପରେ ସାମାନ୍ୟ କିମ୍ବା ଲକ୍ଷଣ ନଥିବା ବ୍ୟକ୍ତି ନିଜ ଘରେ ରହି ଚିକିତ୍ସିତ ହୋଇପାରିବେ ।

corona covid19
Share. Facebook Twitter LinkedIn Email WhatsApp Copy Link

Related Posts

Konark Sand Art Festival: କୋଣାର୍କରେ ଉଦଘାଟିତ ହେଲା ବାଲୁକା କଳା ଉତ୍ସବ

December 1, 2025

AIDS Awareness Program: ବ୍ରହ୍ମପୁରରେ ଏଡସ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

December 1, 2025

World AIDS Day: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ବିଶ୍ଵ ଏଡସ୍ ଦିବସ ୨୦୨୫ ପାଳିତ

December 1, 2025

ରାଜ୍ୟସଭାରେ ଉଠିଲା ଓଡିଶାର ଭୂତଳ ଜଳସ୍ତର ହ୍ରାସ ପ୍ରସଂଗ, ଉତ୍ତରରେ ଜଳଶକ୍ତି ମନ୍ତ୍ରୀ କହିଲେ..

December 1, 2025
Latest News

Subhadra Shakti Mela: କୋଣାର୍କ ଉତ୍ସବ ଅବସରରେ ଉଦଘାଟିତ ହେଲା ସୁଭଦ୍ରା ଶକ୍ତି ମେଳା

December 1, 2025

Konark Sand Art Festival: କୋଣାର୍କରେ ଉଦଘାଟିତ ହେଲା ବାଲୁକା କଳା ଉତ୍ସବ

December 1, 2025

Konark Festival Inauguration: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ

December 1, 2025

SOA Yuva Sahitya Sammana: ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ପ୍ରଦାନ କରାଗଲା ସୋଆ ଯୁବ ସାହିତ୍ୟ ସମ୍ମାନ 

December 1, 2025

AIDS Awareness Program: ବ୍ରହ୍ମପୁରରେ ଏଡସ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

December 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.