Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର ବରିଷ୍ଠ ଭିଡିଓ ସାମ୍ବାଦିକ ସୁକାନ୍ତ ପାଣିଗ୍ରାହୀଙ୍କ ଅକାଳ ବିୟୋଗ, ଓଡିଶା ମିଡିଆ ଜଗତ ସ୍ତବ୍ଧ
ଆଜିର ଖବର

ଓଡିଶାର ବରିଷ୍ଠ ଭିଡିଓ ସାମ୍ବାଦିକ ସୁକାନ୍ତ ପାଣିଗ୍ରାହୀଙ୍କ ଅକାଳ ବିୟୋଗ, ଓଡିଶା ମିଡିଆ ଜଗତ ସ୍ତବ୍ଧ

May 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Senior Vidoe Journalist Sukant Panigrahi passes away

ଭୁବନେଶ୍ବର, ଓଡିଶା ଇଲୋକଟ୍ରୋନିକ ମିଡିଆର ଜଣେ ପରିଚିତ ଭିଡିଓ ସାମ୍ବାଦିକ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଆକାଳ ବିୟୋଗ ଘଟିଛି। ଆଜି ମଧ୍ୟାହ୍ନରେ ବ୍ରହ୍ମପୁର ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି। ସେ କିଛି ବର୍ଷ ତଳେ କ୍ୟାନସର ରୋଗରେ ପିଡିତ ହୋଇ ଭଲ ହୋଇଥିଲେ। ହେଲେ ପରବର୍ତ୍ତି ସମୟରେ ତାହା ପୁଣି ପରିଲକ୍ଷିତ ହେବାରୁ ବ୍ରହ୍ମପୁରରେ ଚିକିତ୍ସା ହେଉଥିଲେ। ହେଲେ ଡାକ୍ତରଙ୍କ ସବୁ ଚେଷ୍ଠା ବିଫଳ ହୋଇଥିଲା।

ସୁକାନ୍ତ ଜଣେ ଭିଡିଓ ସାମ୍ବାଦିକ ଭାବେ ଇଟିଭି ଓଡିଆରୁ କାମ ଆରମ୍ଭ କରିଥିଲେ। ସେ ପ୍ରଥମେ ବ୍ରହ୍ମପୁରରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଭୁବନେଶ୍ବରରେ ଜଣେ ଆଗଧାଡିର କ୍ୟାମେରମ୍ୟାନ ଭାବେ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଇଟିଭି ପରବର୍ତ୍ତି ସମୟରେ ନ୍ୟୁଜ 18 ଓଡିଆ ହେବା ପରେ ମଧ୍ୟ ସେ ସେହି ସଂସ୍ଥାରେ କାର୍ଯ୍ୟ କରୁ ଥିଲେ। ହେଲେ କୌଣସି କାରଣ ବସତଃ ସେ ନ୍ୟୁଜ 18 ଓଡିଆରୁ ଚାକିରୀ ଛାଡି ଦେଇଥିଲେ। ଏହାପରେ ସେ ମୁକ୍ତପେଶା ଭିଡିଓ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ତାଙ୍କ ଘରେ ତାଙ୍କ ଧର୍ମପତ୍ନୀଙ୍କ ସହିତ ଝିଅଟିଏ ଅଛି।

ତାଙ୍କର ଅକାଳ ବିୟୋଗ ଓଡିଶା ମିଡିଆ ଜଗତରେ ଶୋକର ଛାୟା ଖେଳି ଯାଇଛି।

etv odia news18 odia Sukant Panigrahi
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025
Latest News

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.